Odisha Link
Bridging the Missing Links in Odisha

ପୁଣି କଟକରୁ ନକଲି କାରଖାନା ଠାବ

କଟକ: କିଛି ଦିନ ହେବ କଟକ ସହରରେ ଲଗାତର ନକଲି କାରଖାନା ଠାବ କରାଯାଇଛି। ଆଜି ବି କଟକରୁ ଏକ ନକଲି କାରଖାନା ଠାବ ହୋଇଛି। ହେଲେ ଘିଅ ବଦଳରେ ଏଥର ସସ୍‌ କାରଖାନା ଠାବ ହୋଇଛି।

ଏନେଇ ଖପୁରିଆରେ ମଧୁପାଟଣା ପୋଲିର ଏକ ନକଲି ସସ୍‌ କାରଖାନା ଉପରେ ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ନକଲି ସସ୍‌ ଓ ସସ୍‌ ତିଆରି ସାମଗ୍ରୀ ଜବତ କରାଯାଇଛି। ଏହା ସହିତ ବିଭିନ୍ନ ଯନ୍ତ୍ରାଂଶ ସହ ନାମୀଦାମୀ କମ୍ପାନୀର ଖୋଳ ଓ ପ୍ୟାକିଂ ଜବତ କରାଯାଇଛି। କାରଖାନାରେ ମଧୁପାଟଣା ପୋଲିସ ତଢ଼ାଉ ଜାରି ରଖିଛି।

Comments are closed.