Odisha Link
Bridging the Missing Links in Odisha
Daily Archives

December 22, 2020

ପରୀ ହତ୍ୟାକାଣ୍ଡ: ପୋଖରୀରୁ ମିଳିଲା…

ନୟାଗଡ଼: ନୟାଗଡ଼ ଯଦୁପୁରର କୁନି ଝିଅ ପରୀ ହତ୍ୟାକାଣ୍ଡର ଆଉ ଏକ ବଳିଷ୍ଠ ପ୍ରମାଣ ଏସ୍‌ଆଇଟି ହାତରେ ଲାଗିଛି। ଅଭିଯୁକ୍ତ ସରୋଜ କହିଥିବା ମୁତାବିକ ମଙ୍ଗଳବାର ଯଦୁପୁର ଗ୍ରାମର ପୋଖରୀର ଜଳ ନିଷ୍କାସନ କରି ଅଧିକ ତଦନ୍ତ କରିଥିଲା ଏସ୍‌ଆଇଟି। ମଙ୍ଗଳବାର ରାତିରେ ପୋଖରୀରୁ ପରୀର ଲେଗିଙ୍ଗସ୍‌ ମିଳିଛି।…

ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏକ ସ୍ୱତନ୍ତ୍ର ଡ଼ାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ। ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା…

କରୋନା ନୂଆ ଷ୍ଟ୍ରେନ୍‌ ନେଇ SOP ଜାରି…

ଭୁବନେଶ୍ୱର: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି SOP। SOP ମୁତାବକ, ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା…

ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରୁଥିବା…

ଭୁବନେଶ୍ବର: ଓଡ଼ିଶା ଆଜି ସଫଳତାର ସହ କୋଭିଡ଼ି ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି। ଟିକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ବାଗତ କରୁଛୁ। ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ।…

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୮୮…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬ଟି ଜିଲ୍ଲାରୁ ୩୮୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୨, ୩୪୪କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମଙ୍ଗଳବାର…

ରାତି ପାହିଲେ ମିଳିବ ଜଗା ଦର୍ଶନ, ସମୟ…

ପୁରୀ: ରାତି ପାହିଲେ ମଳିବ ଜଗା ଦର୍ଶନ। ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ। ଚାତକ ପରି ଚାହିଁ ବସିଥିବା ଭକ୍ତ କାଲି ଦର୍ଶନ କରିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ। ସବୁ ଅପେକ୍ଷାର ଅନ୍ତ ପରେ କାଲି ହେବ ଭକ୍ତ ଭଗବାନଙ୍କର ମିଳିନ। ଆସନ୍ତା କାଲିଠୁ ୩ ଦିନ ଧରି…

ନାଲକୋ ମହିଳା ସମିତିର ପଥପ୍ରାନ୍ତ ନାଟକ

ଭୁବନେଶ୍ୱର: ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ରଙ୍କ ନେତୃତ୍ୱରେ ସମିତିର ସଦସ୍ୟାମାନେ ଆଜି ପୁରୀସ୍ଥିତ ଗାନ୍ଧୀ ପାର୍କଠାରେ ପଥପ୍ରାନ୍ତ ନାଟକ (ନୁକ୍କଡ୍ ନାଟକ-୨୦୨୦) ପ୍ରଦର୍ଶନ କରିଥିଲେ। ଏହି ନୁକ୍କଡ୍ ନାଟକ ଲୋକମାନଙ୍କ ମଧ୍ୟରେ କୋଙିଡ୍-୧୯ ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା…

ଏହି ରାଜ୍ୟରେ ଶସ୍ତା ହେବ ପେଟ୍ରୋଲ୍

ଭୋପାଳ: ପେଟ୍ରୋଲ ଓ ଡିଜେଲ୍ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏବେ ମଧ୍ୟପ୍ରଦେଶ ସରକାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତି କଲା ଭଳି ଖବର ଦେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଆଜି କ୍ୟାବିନେଟ୍ ବୈଠକରେ ପେଟ୍ରୋଲ ଓ ଡିଜେଲ୍ ଦର ଶସ୍ତା ହେବାକୁ…

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ…

ଭୁବନେଶ୍ବର: ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯିବ। ଏନେଇ କର୍ମଚାରୀଙ୍କୁ ଠିକ ଭାବେ ତାଲିମ ଦେବାକୁ…

କାଲିଠୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସମସ୍ତ କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଅନେକ ସିଟ ଖାଲି ପଡ଼ିଛି। ସିଟ ପୂରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ…