Odisha Link
Bridging the Missing Links in Odisha
Daily Archives

December 22, 2020

ଫେବୃଆରୀ ମାସରେ ହେବନାହିଁ ସିବିଏସଇ…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଆସନ୍ତା ବର୍ଷ ୧୦ମ ଓ ୧୨ଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଫେବୃଆରୀ ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ। ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଆଜି ଏକ ଓ୍ବେବିନାରରେ ସେ…

ପାକିସ୍ତାନରେ ଖାଦ୍ୟ ସଙ୍କଟ, ଅଣ୍ଡା ଗୋଟି…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ମନ୍ଥର ଭାବେ ଗତି କରୁଛି। କରୋନାର ପ୍ରଭାବ ପାକିସ୍ତାନରେ ଖାଦ୍ୟ ସଙ୍କଟ ସୃଷ୍ଟି କରି ଦେଇଛି। ପାକିସ୍ତାନରେ ଅଣ୍ଡା ଗୋଟିଏ ର ମୂଲ୍ୟ ୩୦ ଟଙ୍କା ରହିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲା ମଧ୍ୟ ସତ। ପାକିସ୍ତାନରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ…

‘ବାବା କା ଢାବା’ରୁ ରେସ୍ତୋରାଁ

ନୂଆଦିଲ୍ଲୀ: ଜୀବନର ମୋଡ଼ କେତେବେଳେ ବି ବଦଳି ଯାଏ ତାହା କେହି କହିପାରିବେ ନାହିଁ। ରାସ୍ତା କଡ଼ ଢ଼ାବରୁ ରେସ୍ତାରାଁ କରି ପୁଣି ଚର୍ଚ୍ଚାରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ। ଢ଼ାବାରେ ବିକ୍ରି ନ ହେବା ଯୋଗୁଁ ଦିନେ କାନ୍ଦି ପକାଇଥିବା କାନ୍ତା ପ୍ରସାଦ ଆଉ ଆଜି ଖୋଲିଛନ୍ତି ଏକ ନୂଆ ରେଷ୍ଟୁରାଣ୍ଟା ଆଉ…

ଲୁଚାଇଲେ କରୋନା ସଂକ୍ରମଣ, ମଝି ଆକାଶରେ…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ବିମାନରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ନେଇ ଲୁଚାଇଥିଲେ। ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀଙ୍କ ଶରୀରରେ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ କରୋନାର ଲକ୍ଷଣ ଦେଖାଯାଉଥିଲା। ତାଙ୍କୁ ନିଶ୍ବାସ…

ପୁଣି କଟକରୁ ନକଲି କାରଖାନା ଠାବ

କଟକ: କିଛି ଦିନ ହେବ କଟକ ସହରରେ ଲଗାତର ନକଲି କାରଖାନା ଠାବ କରାଯାଇଛି। ଆଜି ବି କଟକରୁ ଏକ ନକଲି କାରଖାନା ଠାବ ହୋଇଛି। ହେଲେ ଘିଅ ବଦଳରେ ଏଥର ସସ୍‌ କାରଖାନା ଠାବ ହୋଇଛି। ଏନେଇ ଖପୁରିଆରେ ମଧୁପାଟଣା ପୋଲିର ଏକ ନକଲି ସସ୍‌ କାରଖାନା ଉପରେ ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ନକଲି ସସ୍‌ ଓ ସସ୍‌…

ଶୀତ ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଶୀତର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରାଇବାକୁ ବ୍ୟବସ୍ଥା ପାଇଁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି। ଆବଶ୍ୟକ ନଥିଲେ ରାତିରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ରାତିରେ…

ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫାରକ ସାମଗ୍ରୀ ଜବତ। ସ୍ୱାଭିମାନ ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାରେ ଡିଭିଏଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ବିସ୍ଫୋରକ ମାଓ…

ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ…

ପଶ୍ଚିମବଙ୍ଗ: ଆଗକୁ ଆସୁଛି ପଶ୍ଚିମବଙ୍ଗ ନର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜ କସରତ ଆରମ୍ଭ କରିଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଓ କ୍ଷମତାରେ ଥିବା ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି ଛକାପଞ୍ଝା ରାଜନୀତି। ଏହାକୁ ନଜରରେ ରଖି ପ୍ରତିମାସରେ ବିଜେପିର ବରିଷ୍ଠ ନେତା ତଥା…

ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିବ ଶୀତ…

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ।ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଆରମ୍ଭ କରି ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ପାଗ ଶୁଖିିଲା ରହିଲେ ମଧ୍ୟ ରାତିର ତାପମାତ୍ରାରେ ବଡ଼ ଧରଣର…

ରାଜଧାନୀରେ ପେଟ୍ରୋଲ ପମ୍ପ…

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ତେଲ ପକେଇବା ପରେ କର୍ମଚାରୀ ଜଣକ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଖରୀପୁଟ ଅଞ୍ଚଳରେ। ପ୍ରକାଶ ଯେ, ଦୁଇ ଜଣ ଯୁବକ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ଆଉ ତା’ରେ ଉକ୍ତ…