Odisha Link
Bridging the Missing Links in Odisha

ଓଡ଼ିଶାକୁ ୩୨୦ କୋଟି ବନ୍ୟା ସହାୟତା

ଭୁବନେଶ୍ବର: ଓଡ଼ିଶାକୁ ୩୨୦ କୋଟି ୯୪ ଲକ୍ଷର ବନ୍ୟା ସହାତୟା ମଞ୍ଜୁର କରିଛି କେନ୍ଦ୍ର। ଓଡ଼ିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପ୍ରଦାନ କରାଯାଇଛି। ଏନେଇ ଗୃହ ମନ୍ତ୍ରୀ ଅମିତି ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ମଞ୍ଜୁରୀ ମିଳିଛି। ଓଡ଼ିଶା ସହ ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ୟୁପିକୁ ମଧ୍ୟ ସହାୟତା କରାଯାଇଛି।