Odisha Link
Bridging the Missing Links in Odisha
Browsing Tag

fani

ଓଡ଼ିଶାକୁ ୩୨୦ କୋଟି ବନ୍ୟା ସହାୟତା

ଭୁବନେଶ୍ବର: ଓଡ଼ିଶାକୁ ୩୨୦ କୋଟି ୯୪ ଲକ୍ଷର ବନ୍ୟା ସହାତୟା ମଞ୍ଜୁର କରିଛି କେନ୍ଦ୍ର। ଓଡ଼ିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପ୍ରଦାନ କରାଯାଇଛି। ଏନେଇ ଗୃହ ମନ୍ତ୍ରୀ ଅମିତି ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ମଞ୍ଜୁରୀ ମିଳିଛି। ଓଡ଼ିଶା ସହ ଆସାମ, ଅରୁଣାଚଳ ପ୍ରଦେଶ,…

ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ସାରା…

ଭୁବନେଶ୍ୱର: ମୋଦିଙ୍କ ପଥରେ ନବୀନ। ସାରା ବିଶ୍ବ ମୋଦିଙ୍କୁ ଦେଖିଲା ପରେ ପୂରା ବିଶ୍ୱ ଦେଖିବ ନବୀନଙ୍କ ଫନି ମୁକାବିଲାର ଝଲକ। ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ…

ଫନି କ୍ଷତିଗ୍ରସ୍ତ ଓଡ଼ିଶାକୁ ୯ ଲକ୍ଷ…

ବେଜିଂ: ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା…

ଜେଡ୍‌ ଇଷ୍ଟେଟ କ୍ରେନ୍‌ ଖସି ୭ ଘର…

ଭୁବନେଶ୍ବର: "ପ୍ରକୃତିର ତାଣ୍ଡବ ମହାବାତ୍ୟା ଫନିର ପ୍ରକୋପରୁ ସିନା ଆମେ ନିସ୍ତାର ପାଇଗଲୁ। ହେଲେ ମାନବକୃତ ଧ୍ବଂସଲୀଳା ଆମ ଘରସଂସାର ଛାରଖାର କରିଦେଇଛି। ଜେଡ୍‌ ଇଷ୍ଟେଟ୍‌ କନଷ୍ଟ୍ରକ୍ସନ୍‌ ସଂସ୍ଥାର ଅବହେଳା ଯୋଗୁଁ ଆମେ କଲୋନିବାସୀ ଏବେ ଆତଙ୍କିତ।" ଭୁବନେଶ୍ବର ଉପକଣ୍ଠରେ ଥିବା ନିର୍ମାଣାଧୀନ ଜେଡ୍‌…

ଫନି ମୁକାବିଲା: ଓଡ଼ିଶାକୁ ଜାତିସଂଘର…

ଭୁବନେଶ୍ବର: ମହାବାତ୍ୟା ଫନି ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘ କର୍ତୃପକ୍ଷ। ରାଜ୍ୟ ସରକାରଙ୍କର ପୂର୍ବ ପ୍ରସ୍ତୁତି ତଥା ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଫଳରେ ବାତ୍ୟାଜନିତ ଜୀବନହାନି କମିଥିବା ବେଳେ ଏହାକୁ ସାବାସୀ ଦେଇଛନ୍ତି ଜାତିସଂଘ। ମେ ୩ ତାରିଖରେ ଫନି…

ଫନି: ଓଡ଼ିଶା ପାଇଁ ବଲିଉଡ ବଢ଼ାଇଲା ହାତ

ଭୁବନେଶ୍ବର: ଓଡ଼ିଶାର ଫନି ବାତ୍ୟା ପ୍ରପୀଡ଼ିତଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ବଲିଉଡ ସିନେମା ଶିଳ୍ପ। ସବୁବେଳେ ନିଜର ବଦାନ୍ୟତା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ଅକ୍ଷୟ କୁମାର ପ୍ରଥମେ ସାମନାକୁ ଆସିଛନ୍ତି। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିବା…

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ…

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ଏଭଳି ଘଡ଼ିସନ୍ଧି…

ଫନି ମୁକାବିଲା ପାଇଁ ୧୦୦୦ କୋଟି ଦେଇଛୁ:…

ଭୁବନେଶ୍ବର: ମହାବାତ୍ୟା ଫନି ପାଇଁ ଦୁଇ ଦିନ ହେଲା ଓଡ଼ିଶା ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଉପକୂଳ ଓଡ଼ିଶାରୁ ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପଟେ ଫନି ପ୍ରଭାବିତ ରାଜ୍ୟଗୁଡିକୁ ବାତ୍ଯା ମୁକାବିଲା ପାଇଁ ୧୦୦୦ କୋଟିରୁ ଅଧିକ ଅର୍ଥ…

ଫନି: ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ାରେ ୩…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ପୁରୀର ସାକ୍ଷୀଗୋପାଳ ଅଞ୍ଚଳରେ ଗଛ ଉପୁଡ଼ି ଉପରେ ପଡ଼ିଯିବାରୁ ଜଣେ ବାଳକ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ କଂକ୍ରିଟ୍ ପଡ଼ି ଜଣେ ମହିଳାଙ୍କର ପ୍ରାଣ ଯାଇଛି। ଅନୁରୂପ…

ଭୁବନେଶ୍ବର: ଫଟୋରେ ଫଟୋରେ ଫନିର ତାଣ୍ଡବ

ଭୁବନେଶ୍ବର: ମହାବାତ୍ୟା ଫନି ପୁରୀ ଉପକୂଳରେ କରାଳ ରୂପ ଦେଖାଇ ଏବେ ଉତ୍ତର ଦିଗକୁ ମାଡ଼ି ଚାଲିଥିବା ବେଳେ ଉପକୂଳରୁ ମାତ୍ର ୪୦ କିଲୋମିଟର ଦୂରରେ ଥିବା ରାଜଧାନୀ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ହୋଇଛି।