Odisha Link
Bridging the Missing Links in Odisha
Browsing Tag

fani

ଫନି ପ୍ରଭାବ: ରାଜ୍ୟରେ ୪ ପ୍ରମୁଖ ଟିଭି…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ରାଜ୍ୟରେ ୪ ଗୋଟି ପ୍ରମୁଖ ଖବର ଚ୍ୟାନେଲର ପ୍ରସାରଣ ସାମୟିକ ଭାବେ ବନ୍ଦ ରହିଛି। ଭୁବନେଶ୍ବର ସହର ଫନି ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଶିକାର ହୋଇଥିବା ବେଳେ ଭୁବନେଶ୍ବରରୁ ପ୍ରସାରଣ ଯୋଗାଉଥିବା ଏହି ଚାରି ଚ୍ୟାନେଲ ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ବରରେ…

ଫନି: ଭୁବନେଶ୍ବର ବିମାନବନ୍ଦର ଓ ରେଳ…

ଭୁବନେଶ୍ବର: ମହାବାତ୍ୟା ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବ୍ୟାପକ କ୍ଷତି ହୋଇଛି। ରେଳ ଷ୍ଟେସନର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିବା ବେଳେ ବିମାନ ବନ୍ଦରରେ ମଧ୍ୟ ଭଙ୍ଗାରୁଜା ହୋଇଛି। ଉଭୟ ବିମାନ ବନ୍ଦର ଓ ରେଳ ଷ୍ଟେସନ ବନ୍ଦ ରହିଛି। ୨୪ ଘଣ୍ଟା ପାଇଁ…

ଫନି ପ୍ରଭାବରେ ଭୁବନେଶ୍ବର ଷ୍ଟେସନ…

ଭୁବନେଶ୍ବର: ମହାବାତ୍ୟା ଫନିର ତାଣ୍ଡବଲୀଳା ଜାରି ରହିଛି। ଭୁବନେଶ୍ବରରେ ପବନ ପରେ ବର୍ଷା ବିତ୍ପାତ ବଢ଼ିଯାଇଛି। ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।  ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଷ୍ଟେସନର ଛାତ ଉଡ଼ିଯାଇଛି। କେତେକ ଖୁଣ୍ଟି ଓ ଆଲୋକ ଖୁଣ୍ଟି ମଧ୍ୟ…

ଭୁବନେଶ୍ଵର: ୧୪୦ କିମି ବେଗରେ ପବନ,…

ଭୁବନେଶ୍ବର: ଭୟଙ୍କର ହତ୍ୟା ପଶି ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ବ୍ୟାପକ କ୍ଷୟକ୍ଷତି ଲାଖିରହିଛି। ଫନି ପୁରୀ ଉପକୂଳ ଛୁଇଁବେ ବେଳେ ଭୁବନେଶ୍ବରରେ ପବନର ବେଗ ୪୦ କିଲୋମିଟର ଥିବା ବେଳେ ଏବେ ଏହା ୧୪୦ କିଲୋମିଟର ପହଞ୍ଚିଛି। ପବନ ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଗଛ ଭାଙ୍ଗି…

ଫନି ଝଡ଼, ପୁରୀରେ ଜଣେ ମୃତ

ପୁରୀ: ଆଜି ସକାଳ ୮ଟାରୁ ଅତ୍ୟନ୍ତ ଭୟଙ୍କର ଝଡ଼ ଫନିର ତାଣ୍ଡବ ଓଡ଼ିଶା ଉପକୂଳରେ ଜାରି ରହିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା। ପୁରୀରେ ଫନି ପ୍ରଭାବରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ପ୍ରବଳ ପବନରେ ଗଛ ଉପୁଡ଼ି ଉପରେ ପଡ଼ିବାରୁ ଜଣେ…

ଫନିର ତାଣ୍ଡବ: ଘଣ୍ଟାପ୍ରତି ୧୭୫ କିମି…

ପୁରୀ: ସକାଳ ୮ଟାରେ ପୁରୀ ଠାରେ ସ୍ଥଳଭାଗ ଛୁଇଁଛି ଫନି। ଆରମ୍ଭ ହୋଇଯାଇଛି ବାତ୍ୟା ଝଡ଼ର ତାଣ୍ଡବ। ପୁରୀରେ ଏବେ ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବହୁଛି। ବ୍ରହ୍ମଗିରି, ବାଲୁଗାଁ ଓ ପୁରୀ ଅଞ୍ଚଳରେ ପବନ ପ୍ରଭାବରେ ସାଇନ ବୋର୍ଡ, ଛୋଟ କ୍ୟବିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଉଡ଼ୁଥିବା ଖବର ଆସିଛି।…

ଫନି ସତର୍କତା: ଲୋକଙ୍କୁ ହାତଯୋଡ଼ି ଅନୁରୋଧ…

ବ୍ରହ୍ମପୁର: ମହାବାତ୍ୟା ଫନିର ଭୟାବହତା ବାବଦରେ ଜନସାଧାରଣଙ୍କୁ ବାରମ୍ବାର ଅବଗତ କରିବା ପରେ ବି ସଚେତନ ହେଉନାହାନ୍ତି ଜନତା। ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟବସ୍ଥା କରିଥିଲେ ହେଁ ଗାଁ ଛାଡ଼ି ଯିବାକୁ ନାରାଜ…

ଫନି: ୪୦ ବିମାନ, ୧୪୭ ଟ୍ରେନ ବାତିଲ

ଭୁବନେଶ୍ବର: ଆସନ୍ତାକାଲି ସକାଳେ ଭୟଙ୍କର ଝଡ଼ବାତ୍ୟା ଫନି ପୁରୀ ଠାରେ ଓଡ଼ିଶା ଉପକୂଳ ଛୁଉଁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶାକୁ ଆସୁଥିବା ସମସ୍ତ ବିମାନ ଓ ଟ୍ରେନ ୨୪ ଘଣ୍ଟା ପାଇଁ ବାତିଲ କରାଯାଇଛି। ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ସମସ୍ତ ଟ୍ରେନକୁ ଇଷ୍ଟ କୋଷ୍ଟ ରେଲଓ୍ବେ ପକ୍ଷରୁ ବାତିଲ…

ଫନି: ମେ ୩ରେ ଉପକୂଳ ଓଡ଼ିଶାରେ ପ୍ରବଳ…

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦେଖାଦେଇଥିବା ବାତ୍ୟା ଫନି ମେ ୨ରେ ଓଡ଼ିଶା ଛୁଇଁବ। ମେ ୩ରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗରୁ ଏ ନେଇ ସତର୍କ ସୂଚନା ପାଇବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ…