Odisha Link
Bridging the Missing Links in Odisha

ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ

ଭୁବନେଶ୍ୱର : କରୋନା ପଜିଟିଭ ରିପୋର୍ଟ ବାହାରିଥିବା ଡାକ୍ତରଙ୍କ ବିଭିନ୍ନ ପଦ୍ଧତିରେ ଆରଏମଆରସିରେ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି । ଅବସରପ୍ରାପ୍ତ ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି। ନମୁନା ସଂକ୍ରମିତ ହେବା କାରଣରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ସନ୍ଦେହ କରାଯାଉଛି।

କୋଭିସିଲ୍ଡ ଟିକାର ୨ଟି ଡୋଜ ନେବା ପରେ କରୋନା ଟେଷ୍ଟ କରାଇଥିଲେ ଡାକ୍ତର ସୁଲେମାନ। ଟିକା ନେବା ପରେ ବି ପଜିଟିଭ ଚିହ୍ନଟ ହେବା ନେଇ ଚିନ୍ତାବଢ଼ିଥିଲା ।

Comments are closed.