Odisha Link
Bridging the Missing Links in Odisha
Daily Archives

April 8, 2021

୩ଶହ କୋଟି ଟଙ୍କା, ୨୫ ଲକ୍ଷ ଟିକା ଦିଅ:…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରି ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଓଡ଼ିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା…

କରୋନା: ବାହାର ରାଜ୍ୟରୁ ଅସୁଥିଲେ…

ଭୁବନେଶ୍ବର: ପୁଣି ରାଜ୍ୟରେ ଚିନ୍ତା ପଢ଼ାଇଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ଏକ ନିର୍ଦ୍ଦେଶନାମା। ନିର୍ଦ୍ଦେଶନାମା ଅନୁସାରେ ବାହାର ରାଜ୍ୟରୁ ଟ୍ରେନ୍‌, ବସ୍‌, ବିମାନ ଓ ଜଳପଥରେ ଓଡ଼ିଶା ଆସୁଥିବା ଲୋକଙ୍କୁ ଆରଟି-ପିସିଆର ଟେଷ୍ଟ ନେଗେଟିଭ୍‌ ରିପୋର୍ଟ‌ ଦେବାକୁ…

ଦେଶରେ କରୋନା ସ୍ଥିତି ନେଇ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ଶିଖର ଛୁଇଁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଟିକା ଉତ୍ସବ ମନାଇବାକୁ କହିଛନ୍ତି। ଏପ୍ରିଲ ୧୧ରୁ ଏପ୍ରିଲ ୧୪ ତାରିଖ…

ବିଜେପିର ବିଜୟ ପରେ ବିକାଶ ଦେଖିବେ…

ପିପିଲି: ଶାସକ ବିଜେଡି ପିପିଲିକୁ ସର୍ବଦା ଅବହେଳା କରିଆସିଛି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ଦିବଙ୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି। ପିପିଲିରେ ବେକାରୀ ସବୁଠୁ ବଡ଼ ସମସ୍ୟା। ନିଯୁକ୍ତି ନଥିବା ଯୋଗୁଁ ଏହି ଅଞ୍ଚଳର ଲୋକମାନେ ଦାଦନ…

ପ୍ରଜାକୋର୍ଟ ପରେ ରାକେଶ୍ୱରଙ୍କୁ…

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ନକ୍ସଲମାନଙ୍କ ଦ୍ବାରା ଅପହୃତ ହୋଇଥିବା ସିଆରପିଏଫ୍‌ର କୋବ୍ରା ବଟାଲିଅନର ଯବାନ ରାକେଶ୍ବର ସିଂ ମାନହାସ ଆଜି ମୁକୁଳିଛନ୍ତି। ଅପହରଣର ୬ ଦିନ ପରେ ନକ୍ସଲ ଜଙ୍ଗଲ ପାଖ ଗାଁର ଏକ ଅଜ୍ଞାତ ସ୍ଥାନରେ ଯବାନଙ୍କୁ ଛାଡ଼ିଛନ୍ତି। ସେଠାରୁ…

ହିମ୍ମତ ହରାଇ ନଥିଲି: ରାକେଶ୍ୱରଙ୍କ…

ରାୟପୁର: ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମୁକ୍ତ। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ ।ମାଓବାଦୀଙ୍କ କବଜାରୁ ଅପହୃତ ଯବାନ ରାକେଶ୍ୱର ମୁକ୍ତ ହେବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଖାଲି ପରିବାର ନୁହେଁ, ରାକେଶ୍ୱରଙ୍କ ସାଥୀ ଯବାନ…

ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ…

ମାଲକାନଗିରି: ମାଓବାଦୀଙ୍କ କବଳରୁ ମୁକ୍ତ ହେଲେ ସିଆରପିଏଫ ଯବାନ ରାକେଶ୍ୱର ସିଂହ। ଆଜି ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ। ସ୍ଥାନୀୟ ଗ୍ରାମବାସୀଙ୍କ ନିକଟରେ ନକ୍ସଲ ଯବାନଙ୍କୁ ଛାଡ଼ିଥିବା ସୂଚନା ମିଳିଛି। ସେଠାରୁ ଯବାନଙ୍କୁ ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ…

କରୋନା: ପଜିଟିଭ ଥିଲେ ଜେଲ୍‌ ମନା

ଭୁବନେଶ୍ୱର: ପୁଣି ରାଜ୍ୟରେ କାୟା ବିସ୍ତାର କରିଛି କରୋନା। ଏହାକୁ ଦୃଷ୍ଟିରେ ରଖି ତତ୍ପର ହୋଇଛି ଜେଲ୍‌ ବିଭାଗ। ସେଥିପାଇଁ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌। ପ୍ରସ୍ତୁତ ହୋଇଥିବା ଗାଇଡ୍‌ଲାଇନ୍‌କୁ ସବୁ ଜେଲ୍‌ ଅଧୀକ୍ଷକଙ୍କୁ ଆଜି ପଠାଇଛନ୍ତି ଜେଲ୍‌ ଡିଜି। ଯଦି କେହି ଅନ୍ତେବାସୀ ପଜିଟିଭ…

ସମ୍ ନର୍ସିଂ କଲେଜ ପକ୍ଷରୁ ଆୟୋଜିତ ହେଲା…

ଭୁବନେଶ୍ୱର: ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍‌ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “ଏକ ସୁନ୍ଦର ଏବଂ…

ଅବ୍ୟବହୃତ ସରକାରୀ ସମ୍ପତ୍ତି ମିଶନ ଶକ୍ତି…

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ। ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…