Odisha Link
Bridging the Missing Links in Odisha

ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ୍

ଭୁବନେଶ୍ୱର: ଏସବିଆଇ ମେନ ବ୍ରାଞ୍ଚ ୪ ଦିନ ସିଲ୍। ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ ପୁଣି ସିଲ କରାଯାଇଛି। ପ୍ରଥମେ ଏସବିଆଇ ମେନ ବ୍ରାଞ୍ଚ୍‌ ୨ ଦିନ  ସିଲ୍‌ ହେବା ନେଇ ଘୋଷଣା ହୋଇଥିବାବେଳେ ଏବେ ୪ ଦିନ ବନ୍ଦ ରହିବ।

ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ବ୍ୟାଙ୍କକୁ ଆଉ ୪ଦିନ ପାଇଁ ସିଲ କରାଯାଇଛି। ଦିନେ କି ଦୁଇ ଦିନ ପାଇଁ ନୁହେଁ ଏକାବେଳେ ୪ ଦିନ ପାଇଁ ସିଲ କରାଯାଇଛି। ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୯୬ ଘଣ୍ଟା ପାଇଁ ବିଏମସି ପକ୍ଷରୁ ବ୍ୟାଙ୍କକୁ ସିଲ କରାଯାଇଛି।  ପୂର୍ବରୁ ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ କରାଯାଇଥିଲା।

Leave A Reply

Your email address will not be published.