Odisha Link
Bridging the Missing Links in Odisha

ସୋନୁ ସୁଦ୍‌ଙ୍କୁ କରୋନା

ମୁମ୍ବାଇ: କରୋନା କବଳରେ ବଲିଉଡ। ଦିନକୁ ଦିନ ମହାମାରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ଗୋଟିଏ ପରେ ଗୋଟିଏ ବଲିଉଡ କଳାକାର। ଏହାରି ମଧ୍ୟରେ ବଲିଉଡ କଳାକାର ତଥା ରିଅଲ ଲାଇଫ୍‌ ହିରୋ ସୋନୁ ସୁଦ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୋନୁ ସୁଦ୍‌ ନିଜେ ଟୁଇଟ କରି କରୋନା ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏବଂ ସେ କ୍ବାରେଣ୍ଟାଇନରେ ଥିବା ନେଇ ସୂଚନା ଦେଇଛନ୍ତି।