ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ…
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଲୋକମାନଙ୍କୁ କଲବଲ କଲାଣି ମହାମାରୀ କରୋନ। ଏହାରି ଭିତରେ ଆସିଛି ଏକ ବଡ଼ ଦୁଃଖଦ ଖବର। ଅକ୍ସିଜେନ ଅଭାବରୁ ଜୟପୁର ଗୋଲ୍ଡେନ ହସ୍ପିଟାଲରେ ୨୦ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀ ବାତ୍ରା ଏବଂ ସାର୍ ଗଙ୍ଗାରାମ ହସ୍ପିଟାଲରେ…