Odisha Link
Bridging the Missing Links in Odisha
Daily Archives

April 24, 2021

ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ…

ନୂଆଦିଲ୍ଲୀ: ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ମିଳିବ ଫାଶୀ। କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖିବାକୁ ମିଳୁଛି। ଠିକ୍‌ ସମୟରେ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ…

ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ…

ଛତିଶଗଡ଼: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାରି ଭିତରେ ଆସିଛି ପୁଣି ଏକ ଦୁଃଖଦ ଖବର। ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ରମିତ ଜୀବନ ହରାଇଥିବା ଜଣାପଡ଼ିଛି ।…

ମେ’ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ…

ପୁରୀ: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଯାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଲା ଶ୍ରୀମନ୍ଦିର ପ୍ରଶାସ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ। ମେ'୧୫ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଆଜି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶା ନିଯୋଗର ଏକ ଭର୍ଚୁଆଲ…

ଛୁଟି ମିଳିଲାନି, ଥାନାରେ ହଳଦୀ ରସମ କଲେ…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସବୁଠି ଲାଗିଛି କଟକଣା। ଅନେକ ସ୍ଥାନରେ ସରକାରୀ ଅଫିସର ମାନଙ୍କର ଛୁଟିକୁ ରଦ୍ଦ କରାଯାଇଛି। ଫଳରେ କିଏ ପେଟରେ ଛୁଆ ଧରି ଡ୍ୟୁଟି କରୁଛି ତ, ଆଉ କେହି ଛୁଆକୁ ସାଙ୍ଗରେ ଧରି ନିଜର କର୍ତ୍ତବ୍ୟ ପାଳନ…

ଏକ ସମୟରେ ମୁକ୍ତିଲାଭ କରୁଛି ୩ ଓଡ଼ିଆ…

ଭୁବନେଶ୍ବର: ଆସନ୍ତାକାଲି ୨୫ ଏପ୍ରିଲ ରବିବାର ସଂଧ୍ୟାରେ ଏକ ସମୟରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ତିନୋଟି ଯାକ ଚଳଚ୍ଚିତ୍ର ଟେଲିଭିଜନ୍‌ ଚ୍ୟାନେଲରେ ଆସିବ। ଟିଭି ପରଦାରେ ଏକ ସମୟରେ ତିନୋଟି ସିନେମା ଦେଖିବା ସମ୍ଭବ ହେଉ ନଥିବାରୁ ଦର୍ଶକେ କେଉଁଟି ଦେଖିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି।…

ଓଡ଼ିଶା ଆସୁଛି ଲକ୍ଷେ ଡୋଜ କୋଭିସିଲ୍ଡ…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଅନ୍ୟପଟେ କରୋନାକୁ ମାତ୍‌ ଦେବା ପାଇଁ ସବୁଠି ଚାଲିଛି ଟିକାକରଣ ପ୍ରକ୍ରିୟା।…

ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍…

ଭୁବନେଶ୍ବର: ଭୁବନେଶ୍ୱରରୁ କଟକ ଯାଉଥିବା ସମୟରେ ଗ୍ୟାସ୍ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ି। ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା । କଟକ ଭୁବନେଶ୍ୱର ୧୬ ନଂବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ…

ରାଜ୍ୟରେ ଅକ୍ସିଜେନ ଉପଯୁକ୍ତ ପରିମାଣର…

ଭୁବନେଶ୍ବର: ସାରା ଦେଶରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି। ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦେଶର ବଡ଼ ବଡ଼ ସହରରେ ଅକ୍ସିଜେନର ଅଭାବ ମଧ୍ୟ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବେଡ ଓ ଅକ୍ସିଜେନର ଅଭାବ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଡିଏମଇଟି ସିବିକେ…

ଶପଥ ନେଲେ CJI ଜଷ୍ଟିସ୍‌ ଏନ୍‌ଭି ରମଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ CJI ଜଷ୍ଟିସ୍‌ ଏନ୍‌ଭି ରମଣା। ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଶ୍ରୀ ରମଣା। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇଛନ୍ତି। ସେ ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ…

କଟକଣାକୁ ଫୁ: ଗାଁରେ ହେଉଥିଲା ମେଳା,…

ରାୟପୁର: ମହାମାରୀ କରୋନା ସଂକ୍ରମଣ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷକରି ଦେଶର ପ୍ରମୁଖ ବଡ଼ ବଡ଼ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରି ସମୟରେ ସରକାର କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ଲାଗୁ କରିଛନ୍ତି ଅନେକ କଟକଣା। ହେଲେ ସାଧରଣ ଜନତା କଟକଣାକୁ ଫୁ କରିବା ସହ…