Odisha Link
Bridging the Missing Links in Odisha
Daily Archives

April 24, 2021

ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟଖା,…

ଭଦ୍ରକ: ମେଡିସିନ ଦୋକାନରେ ମେଡିସିନ ସହ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନ ଥାଇପାରେ ମାତ୍ର ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ। ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ମେଡିସିନ ଦୋକାନରେ ଚୋରାରେ ବିକ୍ରି ହେଉଥିଲା ଗୁଟଖା…

ରାଜଧାନୀରୁ ଆଉ ୭୪୫ ଆକ୍ରାନ୍ତଙ୍କ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୭୪୫ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪୭ କେସ୍ ସଙ୍ଗରୋଧ କେନ୍ଦ୍ରରୁ…

ଜୁଏଲ୍ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ସାଂସଦ ଜୁଏଲ୍ ଓରାମ୍‌ଙ୍କୁ କରୋନା। ଜୁଏଲ୍ ଓରାମ୍‌‌ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ କଟକଣାରେ କୋହଳ

ଭୁବଷଶ୍ବର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣାରେ ସାମାନ୍ୟ ପରିବର୍ତ୍ତନ। ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଥିବା ବେଳେ ଆଜି ଏହି ନିୟମରେ କୋହଳ କରାଯାଇଛି। ଏଣିକି କରୋନା ଟିକା ପ୍ରମାଣପତ୍ର ଥିଲେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ…

ଅକ୍ସିଜେନ ସ୍ଥିତି ନେଇ କାନ୍ଦି ପକାଇଲେ…

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ବେଡ୍‌ ବୃଦ୍ଧି କରାଯାଉଛି। ମାତ୍ର ଏହି ସମୟରେ ଦିଲ୍ଲୀର ଦୁଇଟି ବଡ଼ ହସ୍ପିଟାଲରେ‌ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଥିବା ବେଡ୍ ସଂଖ୍ୟାକୁ ୪୦% ହ୍ରାସ କରି ଦିଆଯାଇଛି।…

ତାତିରୁ ନାହିଁ ନିସ୍ତାର, ଉତ୍ତପ୍ତ ସହର…

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀବାସୀ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଅଗ୍ନି ବର୍ଷା। ରେ ହୋଇଛି ଭୁବନେଶ୍ଵର। ରାଜଧାନୀରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି। ଏଥିସହ ଆଜି ରାଜ୍ୟର ୧୨ଟି…

ମଦ ନ ପାଇ ପିଇଲେ ସାନିଟାଇଜର୍, ୭ ମୃତ

ମୁମ୍ବାଇ: ମଦ ନ ପାଇ ସାନିଟାଇଜର୍ ପିଇ ୭ ମୃତ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ୟବତମାଲରେ। ମହାରାଷ୍ଟ୍ରରେ କରୋନା ସଂକମ୍ରଣ ଦ୍ରୁତ ମାତ୍ରାରେ ବ୍ୟାପୁଥିବାରୁ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ତେଣୁ ରାଜ୍ୟର ସବୁ ମଦ ଦୋକାନ ବନ୍ଦ କରିଦିଆଯାଇଛି। ମଦ ନପାଇ ସାନିଟାଇଜର୍ ପିଇ ୭ ଜଣଙ୍କର ମୃତ୍ୟୁ…

କରୋନା ରୋଗୀଙ୍କ ପାଇଁ ସାଜିଛନ୍ତି…

ରାଞ୍ଚି: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ଏଭଳି ସମୟରେ କରୋନାକୁ ଡରି ନିଜର ପରିଜନମାନେ ମୁହଁ ଫେରାଇ ନେଉଥିବା ବେଳେ ଦେବଦୂତ ସାଜି ସହାୟତା ହାତ ବଢ଼ାଇଛନ୍ତି ଜଣେ ଅଟୋ ଡ୍ରାଇଭର। ମହାମାରୀ ସମୟରେ ଜରୁରୀ ସ୍ଥିତିରେ ଆମ୍ବୁଲାନ୍ସ କରୋନା ସଂକ୍ରମିଙ୍କୁ ଏବଂ…

କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼

ନୂଆଦିଲ୍ଲୀ: କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼। ଆମଦାନୀ ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଏଥିସହ ଅକ୍ସିଜେନ୍ ଉପରୁ ସ୍ୱାସ୍ଥ୍ୟ ସେସ୍ ମଧ୍ୟ ଛାଡ଼ କରାଯାଇଛି। ଏନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ମେଡିକାଲ ଅକ୍ସିଜେନ୍ ନିମନ୍ତେ…

ଆଇସିୟୁରେ ରୋଗୀ କରୁଛନ୍ତି ଏପରି କାମ,…

ନୂଆଦିଲ୍ଲୀ: କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆଖି ବୁଜୁଥିବା ବେଳେ। ଅକ୍ସିଜେନ୍‌ ଓ ବେଡ୍‌ର ଅଭାବରେ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି। ଏହା ଭିତରେ ଜଣେ ଆଇସିୟୁରେ ଥିବା ରୋଗୀଙ୍କ ଭିଡିଓ ଭାଇରାଲ୍ ହେଉଛି । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋଗୀ ଜଣଙ୍କ…