Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ଫେରନ୍ତାଙ୍କ କଟକଣାରେ କୋହଳ

ଭୁବଷଶ୍ବର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣାରେ ସାମାନ୍ୟ ପରିବର୍ତ୍ତନ। ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଥିବା ବେଳେ ଆଜି ଏହି ନିୟମରେ କୋହଳ କରାଯାଇଛି। ଏଣିକି କରୋନା ଟିକା ପ୍ରମାଣପତ୍ର ଥିଲେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ।

କରୋନା ନେଗେଟିଭ ରିପୋର୍ଟ କିମ୍ବା ୨ ଡୋଜ୍‌ କରୋନା ଟିକା ନେଇଥିଲେ କ୍ୱାରେଣ୍ଟିନ କୋହଳ କରାଯାଇଛି। ୧୪ ଦିନ ପରିବର୍ତ୍ତେ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପଡିବ।

Leave A Reply

Your email address will not be published.