Odisha Link
Bridging the Missing Links in Odisha
Browsing Tag

କୋହଳ

୫% କମ୍ ସଂକ୍ରମଣ ଜିଲ୍ଲାରେ କୋହଳ…

ଭୁବନେଣ୍ବର: ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ କମୁଛି। ତେଣୁ କରୋନା ସଂକ୍ରମରକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ ହେବ ଏବଂ କେଉଁଠି ଲାଗୁ ରହିବ ସେ ନେଇ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ସବୁ…

ରାଜ୍ୟରେ କୋହଳ ହେଲା କଟକଣା

ଭୁବନେଶ୍ବର: ରାଜ୍ୟରେ କୋହଳ ହେଲା କଟକଣା। ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଖୋଲା ରହିବ ମିଠା ଦୋକାନ ।  ସପ୍ତାହନ୍ତ ସଟଡାଉନ ଓ…

କଟକଣା କୋହଳ: ସକାଳ ୯ରୁ ସନ୍ଧ୍ୟା ୫ ଯାଏ…

ଶିମଲା: ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରଛନ୍ତି ହିମାଚଳପ୍ରଦେଶ ସରକାର। ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ପ୍ରବେଶ ପାଇଁ  ଆରିଟିପିସିଆର…

ପଶ୍ଚିମବଙ୍ଗ ଫେରନ୍ତାଙ୍କ କଟକଣାରେ କୋହଳ

ଭୁବଷଶ୍ବର: ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣାରେ ସାମାନ୍ୟ ପରିବର୍ତ୍ତନ। ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୧୪ ଦିନ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଥିବା ବେଳେ ଆଜି ଏହି ନିୟମରେ କୋହଳ କରାଯାଇଛି। ଏଣିକି କରୋନା ଟିକା ପ୍ରମାଣପତ୍ର ଥିଲେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ…

ମେ ୧୭ ଯାଏଁ ଲକ୍‌ଡାଉନ୍: ଓଡ଼ିଶାର ୨୭…

ନୂଆଦିଲ୍ଲୀ: ଚଳିତ ମାସ ୩ ତାରିଖରେ କରୋନା ଜନିତ ଲକ୍‌ଡାଉନ୍‌ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପୁନର୍ବାର ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ମେ ୧୭ ତାରିଖ ଯାଏଁ ଲକ୍‌ଡାଉନ୍‌…