Odisha Link
Bridging the Missing Links in Odisha

କର୍ଣ୍ଣାଟକରେ ଲାଗୁ ହେଲା ୧୪ ଦିନିଆ ଲକଡାଉନ

କର୍ଣ୍ଣାଟକ: ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସ୍ଥିତି ସଂକ୍ରମଣ ହାର ବଢ଼ିବା ସହ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟ ହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ୍ ଘୋଷଣା କରିଥିବା ବେଳେ ଆଜି କର୍ଣ୍ଣାଟକ ସରକାର ଲକଡାଉନ୍ ଘୋଷଣା କରିଛନ୍ତି।

କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ସରକାର। କରୋନାର ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୮୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି। ଦିନକରେ ୩ ଲକ୍ଷ ୫୨ ହଜାର ୯୯୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।