Odisha Link
Bridging the Missing Links in Odisha
Daily Archives

April 26, 2021

ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ ସମୟରେ…

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବ୍ୟାଙ୍କିଙ୍ଗ ସମୟରେ ପରିବର୍ତ୍ତନ। ଗ୍ରାହକମାନଙ୍କ ପାଇଁ ଏଣିକି ସକାଳ ୧୦ରୁ ଅପରାହ୍ନ ୪ଟା ପରିବର୍ତ୍ତେ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ରହିବ। କିନ୍ତୁ ପୂର୍ବଭଳି ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ।…

ଏଣିକି ଘରେବି ପିନ୍ଧିବାକୁ ପଡ଼ିବ ମାସ୍କ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏହାର ମୁକାବିଲା ପାଇଁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ନୂଆ ପରାମର୍ଶ ଦେଇଛନ୍ତି। ଏଣିକି ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ନିତି…

ଦେଶରେ କରୋନା: ୮ ରାଜ୍ୟରେ ସ୍ଥିତି…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ହାର ଦିନକୁ ସାଢେ଼ ୩ ଲକ୍ଷ ଉପର ରହୁଛି। ଦେଶରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ ପ୍ରେସମିଟ କରାଯାଇଛି। ଏହି ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ…

ତତଲା କଡେଇରେ ସିଝୁଛି ଓଡ଼ିଶା, ୧୭ ସହରର…

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ୪୩.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୨.୫, ବଲାଙ୍ଗିରରେ…

ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ…

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ। ହସ୍ପିଟାଲର କାଡିଓଲୋଜି ବିଭାଗରେ ନିଆଁ ଲାଗିଥିବା ନେଇ ସୂଚନା ମଳିଲି। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇ ତିବୋ ବେଳେ ହସ୍ପିଟାଲର ସବୁ ରୋଗୀ ସୁରକ୍ଷିତ ଅଛନ୍ତି । ସୂଚନା ମୁତାବକ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲର କାଡିଓଲୋଜି ବିଭାଗର ୱିଣ୍ଡୋ…

କରୋନା: ଭୁବନେଶ୍ବରରେ ୭୦୦ ଟିିପିଲାଣି…

ଭୁବନେଶ୍ବର : କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ୁଥିବା ବେଳେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହାର ୭୦୦ ଟପିଲାଣି। ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୦୮ କରୋନା ଆକ୍ରାନ୍ତ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୧…

କରୋନା ହେଲେ ବେସରକାରୀ କର୍ମଚାରୀଙ୍କୁ…

ଉତ୍ତରପ୍ରଦେଶ: ଦେଶରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବେସରକାରୀ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନର ଛୁଟି ସହ ଦରମା। ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି,…

କଣ୍ଟାବାଞ୍ଜି: ଅକ୍ସିଜେନ ଅଭାବରୁ ରୋଗୀ…

କଣ୍ଟାବାଞ୍ଜି: ଅକ୍ସିଜେନ ଅଭାବରୁ ରୋଗୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ମେଡିକାଲରେ। ଅକ୍ସିଜେନ ଅଭାବରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଆଜି ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯୁବକଙ୍କ ମୃତ୍ୟୁ ନେଇ ମେଡିକାଲରେ ସମ୍ପର୍କୀୟ ମାନେ…

ସଂଞ୍ଜିବନୀ ଯୋଗାଉଛି ଓଡ଼ିଶା,ବିଭିନ୍ନ…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଅକ୍ସିଜେନର ଅଭାବରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ଏହି ସମୟରେ ଅକ୍ସିଜେନ ସଙ୍କଟକୁ ଦୂର କରିବା ପାଇଁ ବିଭିନ୍ନ ରାଜ୍ୟକୁ ସମୟତାର ହାତ ବଢ଼ାଇଛି ଓଡ଼ିଶା। ଏପର୍ଯ୍ୟନ୍ତ ୬୭ଟି ଅକ୍ସିଜେନ ଟ୍ୟାଙ୍କର ଓଡ଼ିଶାରୁ…

୩ୟ ପର୍ଯ୍ୟାୟ ଟିକାକରଣ ନେଇ ପ୍ରସ୍ତୁତି,…

ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ଟିକାକରଣ ନେଇ ଚାଲିଛି ପ୍ରସ୍ତୁତି। ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ୩ୟ ପର୍ଯ୍ୟାୟରେ ଟିକା ଦିଆଯିବ। ଗତକାଲି ମୁଖ୍ୟମନ୍ତ୍ରୀ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବା ନେଇ ଘୋଷଣା କରିଥିବା ବେଳେ ଆସନ୍ତା ୨୮ ତାରିଖରୁ ନାମ ପଞ୍ଜୀକରଣ ଆରମ୍ଭ ହେବ। ଟିକାକରଣ…