Odisha Link
Bridging the Missing Links in Odisha

ଦାରୁଣ ଦୁଃଖ ଦେଲା କରୋନା: ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ସାନପୁଅଙ୍କ ପରେ ବଡ଼ପୁଅଙ୍କ ପରଲୋକ

ଭୁବନେଶ୍ବର: ଦାରୁଣ ଦୁଃଖ ଦେଲା ମହାମାରୀ କରୋନା ଭାଇାରସ୍। ୧୨ ଦିନ ଭିତରେ ଆଗ ପଛ ହୋଇ ଚାଲିଗଲେ ବାପ-ପୁଅ। ଗତ ୯ ତାରିଖରେ ମହାମାରୀ କରୋନାରେ ଦେହାନ୍ତ ହୋଇଥ ଥିଲା ତାଙ୍କର ଏକାଦଶାହ ଅନ୍ତ୍ୟେଷ୍ଟି କ୍ରିୟାର ଅବ୍ୟବହିତ ପୂର୍ବରୁ ସାନ ପୁତ୍ର ପ୍ରଶାନ୍ତ ଚାଲିଗଲେ ଆରପାରିକୁ। ପୁଣି ବାରରେ ବଡ଼ ପୁଅର ଯଶୋବନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ଯଶୋବନ୍ତ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି।

Leave A Reply

Your email address will not be published.