Odisha Link
Bridging the Missing Links in Odisha
Daily Archives

May 20, 2021

ମହାନତା ଦେଖାଇଲେ ପୂର୍ତ୍ତ ସଚିବ

ପୁରୀ: ମହାନତା ଦେଖାଇଲେ ପୂର୍ତ୍ତ ସଚିବ। ପୁରୀରୁ ଫେରୁଥିବା ସମୟରେ ସିଫାଛକ ଠାରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଛନ୍ତି ସଚିବ କ୍ରିସନ କୁମାର। ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ଡିଭାଇଡରରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ…

ସଇତାନ ଭାଇ, ୫ ବର୍ଷୀୟ ଭଉଣୀକୁ କଲା…

ପାଟଣା: ଭାଇ-ଭଉଣୀ ପବିତ୍ର ସମ୍ପର୍କରେ କଳଙ୍କ। ୫ ବର୍ଷୀୟ ଭଉଣୀକୁ ଦୁଷ୍କର୍ମ କଲା ସଇତାନ ରୂପୀ ଭାଇ। ଏଭଳି ଏକ ଘୃଣ୍ୟ ତଥା ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବିହାର ଦରଭଙ୍ଗା ହନୁମାନ ନଗର ଅଞ୍ଚଳରେ। ସୂଚନା ମୁତାବକ, ଜଣେ ବ୍ୟକ୍ତି ନିଜର ୫ ବର୍ଷୀୟ ସଂପର୍କୀୟ ଭଉଣୀକୁ ଦୁଷ୍କର୍ମ କରିଛି। ଏନେଇ…

ବାତ୍ୟା ‘ୟଶ’ ମୁକାବିଲା ପାଇଁ ବ୍ଲୁ…

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ…

କରୋନା: ସୁସ୍ଥ ହେଲେ ଆଉ ୯୮୭୦ ଆକ୍ରାନ୍ତ,…

ଭୁବନେଶ୍ଵର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ସଂକ୍ରମଣ ହାର ଦିନକୁ ଦିନ ବଢ଼ୁଥିବା ବେଳେ ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୮୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ…

୫୦ ପ୍ରତିଶତ ଲୋକ ମାସ୍କ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ମହାମାରୀ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାା ଓ ମୃତକଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। କରୋନାରୁ ସୁରକ୍ଷା ପାଇଁ ସରକାର ଅନେକ ସଚେତନତା ବାର୍ତ୍ତା ଦେବା ସହ ସାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିଲେ ମଧ୍ୟ ଦେଶରେ ୫୦ ପ୍ରତିଶତ ଲୋକ ମାସ୍କ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ…

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆରମ୍ଭ ହେଲା ଲିକ୍ଯୁଡ୍ ଅକ୍ସିଜୋନ୍ ପ୍ଳାଣ୍ଟ। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଆଜିଠାରୁ ଏହି ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଗଞାମ…

ବ୍ୟାତ୍ୟା ‘ୟଶ୍’: ଉଇଣ୍ଡ ଡଟ୍ କମର ଆକଳନ,…

ଭୁବନେଶ୍ଵର: ଉତ୍ତର ବଙ୍ଗୋପସାଗରରେ ଆସୁଥିବା ସାମ୍ଭାବ୍ୟ ବାତ୍ୟା ୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୨୬ ତାରିଖ ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ। ବାତ୍ୟାର ଲ୍ୟାଣ୍ଡଫଲ ନେଇ ଚର୍ଚ୍ଚା ହେଉଥିବା ବେଳେ ୱିଣ୍ଡି-ଡଟ୍-କମର ଆକଳନ ଯଦି ଠିକ୍‌ ହୁଏ ତେବେ ବ୍ୟାତ୍ୟା ‘ୟଶ୍’…

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଘୋଷଣା କଲେ…

ନୂଆଦିଲ୍ଲୀ: ମହାମାରୀ କରୋନା କାୟା ମେଲାଇ ଥିବା ବେଳେ ଆଉ ଏକ ମହାମାରୀ ଦେଖିବାକୁ ମଳିଛି। ସାରା ଦେଶରେ ଏବେ ବ୍ଲାକ୍ ଫଙ୍ଗସ୍‌ ସଂକ୍ରମଣ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲାକ୍ ଫଙ୍ଗସ୍କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମହାମାରୀ’ ଭାବେ ଘୋଷଣା କରାଯାଇ ଥିବା ବେଳେ ରାଜ୍ୟ ସରକାର ମଧ୍ୟ…

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଘୋଷଣା

ନୂଆଦିଲ୍ଲୀ: ମହାମାରୀ କରୋନା କାୟା ମେଲାଇ ଥିବା ବେଳେ ଆଉ ଏକ ମହାମାରୀ ଦେଖିବାକୁ ମଳିଛି। ସାରା ଦେଶରେ ଏବେ  ବ୍ଲାକ୍ ଫଙ୍ଗସ୍‌ ସଂକ୍ରମଣ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲାକ୍ ଫଙ୍ଗସ୍କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମହାମାରୀ’ ଭାବେ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ସବୁ…

ଏଣିକି ଘରେ କରିପାରିବେ କରୋନା ଟେଷ୍ଟ,…

ନୂଆଦିଲ୍ଲୀ: ଏଣିକି ଘରେ ରହି କରିପାରିବେ କରୋନା ପରୀକ୍ଷା। ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର। କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଥିବା ବେଳେ ଟେଷ୍ଟ ପାଇଁ ମେଡିକାଲ ଆଗରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। କିନ୍ତୁ ଏବେ ଘରେ ରହି ନିଜେ କୋଭିଡ୍…