Odisha Link
Bridging the Missing Links in Odisha
Daily Archives

June 13, 2021

ଜୁନ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ:…

ଭୁବନେଶ୍ବର: ମହାମାରୀ କରୋନା ସମୟରେ ବଡ଼ ଖବର। ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ଏନେଇ ରବିବାର ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ କରୋନାର ୨ୟ ଲହରକୁ ଦେଖି ମାଟ୍ରିକ ପରୀକ୍ଷାକୁ ସ୍ଥଗିତ…

ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅମୂଲ୍ୟ,…

ନୟାଗଡ଼: ଅନ୍ୟମାନଙ୍କ ପାଇଁ ବିପଦର ବନ୍ଧୁ ଥିଲେ। ହେଲେ ମହାମାରୀ କରୋନା କାଳରେ ସେ ଅସହାୟ। କରୋନା ପିଜଟିଭ ହେବା ପରେ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ନୟାଗଡ଼ର ଅମୂଲ୍ୟ ପରିଡ଼ା। ଏବେ ତାଙ୍କୁ ଦରକାର ଇକମୋ ଚିକିତ୍ସା। ଶଙ୍ଖା-ସିନ୍ଦୂର ବଞ୍ଚାଇବାକୁ ସ୍ତ୍ରୀ କରୁଛି ଆକୁଳ ନିବେଦନ। ଅନପ୍ୟଟେ ବାପାଙ୍କ…

କମୁଛି ସଂକ୍ରମଣ, ଅନ୍‌ଲକ୍‌ ହେବ ଓଡ଼ିଶା

ଭୁବନେଶ୍ବର: କାମ ଦେଉଛି ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା। ରାଜ୍ୟରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୭.୨୩% ରହିଛି ପଜିଟିଭ୍‌ ହାର। ଅର୍ଥାତ ୧୦୦ ନମୁନା ପରୀକ୍ଷାରେ ୭ ନମୁନା ପଜିଟିଭ୍‌ ଆସୁଛି। ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଥିବା ବେଳେ ୧୧ ଜିଲ୍ଲାରେ…

ରାଜ୍ୟରେ କରୋନା: ଦିନକରେ ଚାଲିଗଲା ୪୫…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ନିଦ ହଜାଉଛି ମୃତ୍ୟୁ ସଂଖ୍ୟା। ଦୈନନ୍ଦିନ ପଜିଟିଭ ସଂଖ୍ୟା କମିବାରେ ଲାଗିଛି। ଅନ୍ୟପଟେ ହୁ ହୁ ହୋଇ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ ୪୪୬୯…

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। କରୋନା ଟେଷ୍ଟ ଦିନକୁ ଦିନ ବଢ଼ୁଥିବା ବେଳେ ରାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୫୪୬ ଜଣ…