Odisha Link
Bridging the Missing Links in Odisha
Daily Archives

July 1, 2021

ଗର୍ଭ ଯନ୍ତ୍ରଣାରେ ମହିଳାଙ୍କ ମୃତ୍ୟୁ,…

ବାଲେଶ୍ୱର: ଗର୍ଭ ଯନ୍ତ୍ରଣାରେ ପ୍ରସବ ପୂର୍ବରୁ ମହିଳାଙ୍କ ମୃତ୍ୟୁ। ଦୁନିଆକୁ ଦୁଇଟି ଜୀବନ ଆଣିବା ଆଗରୁ ଚିରନିଦ୍ରାରେ ଶୋଇଗଲା ସ୍ତ୍ରୀ। ଭାଙ୍ଗିଯାଇଛି ରମାକାନ୍ତଙ୍କର ସୁନା ସଂସାର। ବାପା ହେବେ ବୋଲି ପାଦ ମାଟିରେ ବି ଲାଗୁନଥିବା ବେଳେ ବାପା ଡାକ ତ ଶୁଣିବା ଦୂରର କଥା। ନିଷ୍ଠୁର ବିଧାତା ସ୍ତ୍ରୀକୁ…

ଭାରତରେ ୫ଜି ବ୍ୟବହାରକୁ ଆଗେଇନେବାକୁ ଜିଓ…

ଭୁବନେଶ୍ୱର: ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ୍ସ ପ୍ରୟାସ ଆରମ୍ଭ କରିଛି । ସେଥିପାଇଁ କମ୍ପାନୀ ତ୍ୱରିତ ୫ଜି ବ୍ୟବହାରିକ ପରୀକ୍ଷଣ ପାଇଁ ଏନଏକ୍ସପି ସେମିକଣ୍ଡକ୍ଟରସ୍ ଏବଂ ସ୍ପାଇରେଣ୍ଟ କମ୍ୟୁନିକେସନ୍ ସହିତ ସହଭାଗିତା କରଛି। ଏନଏକ୍ସପିର ‘ଲେୟରସ୍କେପ’ ଶ୍ରେଣୀର ମଲ୍‌ଟିକୋର…

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା…

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ। ମୁଖ…

ଆଗାମୀ ଦିନରେ ଚିନ୍ତା ବଢ଼ାଇବ ଡେଲ୍ଟା…

ସୁଇଜରଲ୍ୟାଣ୍ଡ: ଭାରତରେ ଠାବ ହୋଇଥିବା କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ସାଂଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ବର୍ତ୍ତମାନ ସୁଦ୍ଧା ଏହି ପ୍ରାଣଘାତୀ ଭାରିଏଣ୍ଟ ପାଖାପାଖି ୧୦୦ଟି ଦେଶରେ ଠାବ ହୋଇଥିବା ବେଳେ ସଂକ୍ରମଣମାତ୍ରା ହୁହୁ ହୋଇ ବଢ଼ିବାରେ ଲାଗିଛି।ତେଣୁ ଆଗାମୀ ଦିନରେ ଏହା ସାରା…

ତିକ୍ତତାରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ:…

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି।ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ୱ ପଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ହିମସାଗର, ମାଲଦା ଏବଂ…

ସିମ୍ପାଥୀ କୁଇନ୍‌ ଭାବେ ଟ୍ରୋଲ ହେଲେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଜୋରଦାର ଟ୍ରୋଲ ହେଉଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଥିବା ବେଳେ ନିକଟରେ ରିୟା କରିଥିବା ଏକ ଭିଡିଓ ପୋଷ୍ଟକୁ ନେଇ ପୁଣି ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଛି। ରିୟା ଚକ୍ରବର୍ତ୍ତୀ ଏକ ଶିଶୁର…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ଇକମୋ…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ଆସିଛି।ଏହାକୁ କାର୍ୟ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ…

କରୋନାରେ ୧୫୦୦ ଡାକ୍ତରଙ୍କ ମୃତ୍ୟୁ:…

ନୂଆଦିଲ୍ଲୀ: ମହାମାରୀ କରୋନାରେ ବହୁ ଡାକ୍ତରଙ୍କ ଜୀବନ ନେଲାଣି। କରୋନା ଦ୍ୱିତୀୟ ଲହରରେ ୮୦୦ ଡାକ୍ତରଙ୍କ ଜୀବନ ଗଲାଣି। ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫୦୦ରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜାତୀୟ ଡାକ୍ତର ଦିବସରେ ଏଭଳି ଚିନ୍ତାଜନକ ତଥ୍ୟ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ)। ବିହାର ଓ…

କୋଭାଭାକ୍ସ ଟ୍ରାଏଲକୁ ମନା

ନୂଆଦିଲ୍ଲୀ: କୋଭିିସିଲ୍ଡ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)କୁ ଝଟକା। କେନ୍ଦ୍ର ସରକାରଙ୍କ ସରକାରୀ ପ୍ୟାନେଲ୍ ୨-୧୭ ବର୍ଷ ବୟସର ପିଲାମାନଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେବାକୁ ବିରୋଧ କରିଛି।…

ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ: ପରିବହନ…

ଭୁବନେଶ୍ୱର: କରୋନା ସଂକ୍ରମଣ କମୁ ଥିବାରୁ ଗତକାଲି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକ କରାଯାଇଛି। ଏହି ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି କ୍ୟାଟେଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲାଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ପ୍ରଦାନ କରାଯାଇଛି। ତେବେ…