Odisha Link
Bridging the Missing Links in Odisha
Daily Archives

July 1, 2021

ସିଲ୍ ହେଲା ବିଶାଲ ମେଗାମାର୍ଟ ଓ ବିଗବଜାର

ଭୁବନେଶ୍ୱର: ସିଲ୍ ହେଲା ବିଶାଲ ମେଗାମାର୍ଟ ଓ ବିଗବଜାର। ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ବି ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି। ମାତ୍ର ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ। କିନ୍ତୁ କଟକଣାକୁ ନ ମାନି…

ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପାଙ୍କୁ…

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ପ୍ରଥମ ଓଡ଼ିଆ ଭାବେ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୧୯ରେ ଏହି ଗୋଲ୍ଡେନ୍ ଭିସାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହି ଭିସା ଦ୍ୱାରା ୫ ବର୍ଷ କିମ୍ବା ୧୦ ବର୍ଷ ଯାଏ ବିନା…

ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମହଙ୍ଗା ମାଡ଼। ପେଟ୍ରୋଲ-ଡିଜେଲ ପରେ ଏବେ ବଢ଼ିଛି ଗ୍ୟାସ ସିଲିଣ୍ଡର ଦର। ଆଜିଠୁ ରୋଷେଇ ଗ୍ୟାସର ଦର ବଢ଼ିଛି। ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି। ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି।…

ଟିକା ଅଭାବ: ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକା ଅଭାବ। ଟିକା ଅଭାବ କାରଣରୁ ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ହୋଇଯାଇଛି। ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାରଣ ସମ୍ପୂର୍ଣ୍ଣ ବନ୍ଦ। ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା,…

ଆଂଶିକ ଲକଡାଉନ: କାଟେଗୋରୀ-Aରେ ଓ…

ଭୁବନେଶ୍ୱର: ଖୋଲୁଛି ଓଡ଼ିଶା, ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ। ଏହି କଟକଣା ଜୁଲାଇ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସଂକ୍ରମଣ ହ୍ରାସ ପାଇଥିବାରୁ ଜିଲ୍ଲାଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। କାଟେଗୋରୀ (A) ଓ କାଟେଗୋରୀ (B)ରେ ରାଜ୍ୟକୁ ବିଭକ୍ତ କରାଯାଇଛି। କାଟେଗୋରୀ-Aରେ ୨୦ଟି…

ରାଜ୍ୟରେ କରୋନା: ଦିନକରେ ୩୦୮୭ ଆକ୍ରାନ୍ତ…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର। ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୩୧୨ ଜଣ…