Odisha Link
Bridging the Missing Links in Odisha
Daily Archives

July 17, 2021

ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାବେଳେ ଏହି ବୈଠକ ବସିବ । କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । କେତେକ ବଡ଼ ପ୍ରସ୍ତାବରେ ମୋହର…

୪୭୭ ପୁଲିସ SI ପଦବି ପାଇଁ ୧,୩୨,୪୯୬…

କଟକ: ରାଜ୍ୟ ପୁଲିସରେ ସବ୍‌ ଇନ୍‌ସପେକ୍ଟର (ଏସ୍‌ଆଇ) ପଦବିରେ ନିଯୁକ୍ତି ପାଇଁ ଆବେଦନର ଅବଧି ଶେଷ ହୋଇଛି । ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ତାରିଖ । ଆବେଦନ ଶେଷ ମଧ୍ୟରେ ମୋଟ୍‌ ୧ ଲକ୍ଷ ୩୨ ହଜାର ୪୯୬ ଜଣ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଫି’ ପୈଠ କରି ଆବେଦନ କରିଛନ୍ତି । ଏହାଛଡ଼ା ଅନ୍ୟ କିଛି…

ହଠାତ୍‌ ପିଏମ୍‌ ମୋଦୀଙ୍କୁ କାହିଁକି…

ନୂଆଦିଲ୍ଲୀ: ହଠାତ୍‌ ଦିଲ୍ଲୀ ଆସି ପିଏମ୍‌ ମୋଦୀଙ୍କୁ ସାକ୍ଷାତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରେପ୍ପା। ଦୀର୍ଘଦିନ ଧରି ରାଜ୍ୟରେ ନେତୃତତ୍ବ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ମୋଦୀ ୟେଦ୍ଦୁରପ୍ପାଙ୍କ ଭେଟାଭେଟିକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି।…

ମୁହଁ ବଦଳରେ ମନ୍ତ୍ରୀଙ୍କ ପାଦରେ ମାସ୍କ,…

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ଲହର କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ଟିକାକରଣ ପ୍ରକ୍ରିୟାକୁ ପ୍ରାଥମିକତା ଦେଉଛନ୍ତି ସରକାର। ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ଉପରେ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି । ଯାହାଫଳରେ ଆମେ…