Odisha Link
Bridging the Missing Links in Odisha
Daily Archives

September 7, 2021

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି। ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ…

ବାହାଘର ପାଇଁ ‘ଟସ୍’

ବେଙ୍ଗାଲୁରୁ: କୌଣସି ମ୍ୟାଚ୍‌ ପୂର୍ବରୁ ଟସ୍‌ ପଡ଼ିଥାଏ। ଆପଣମାନେ ନିଶ୍ଚୟ ଜାଣିଥିବେ। ସେ କ୍ରିକେଟ ହେଉ ବା ଫୁଟବଲ୍‌ ଟସ୍‌ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ହେଲେ କେବେ ବାହାଘର ପାଇଁ ଟସ୍‌ ପଡ଼ିଥିବାର ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି? ହେଲେ କର୍ଣ୍ଣାଟକର ଅଲୁରର ଏକ ଗାଁରେ ଦେଖିବାକୁ ମିଳିଛି। ଦୁଇ…

ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାପା

ରାୟପୁର: ଗିରଫ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ। ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ବିବାଦୀୟ ବୟାନ ଦେଇ ଗିରଫ ହେଲେ ନନ୍ଦ କୁମାର ବଘେଲ। ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ…

ପୌର ନିର୍ବାଚନ ପାଇଁ ବାଟ ଫିଟିଲା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଫିଟିଲା ବାଟ। ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌ ସଂଶୋଧନ ବିଲ୍‌ ୨୦୨୧। ବିଲ୍‌ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଏହାର ଅର୍ଥାତ୍‌ ସଂରକ୍ଷଣ ବ୍ୟବସ୍ଥା…

କୂଳ ଲଂଘିଲା ସମୁଦ୍ର, ଜନବସତି ଆଡ଼କୁ ମାଡ଼ି…

ଜଗତସିଂହପୁର: କୂଳ ଲଂଘିଲା ସମୁଦ୍ର। ଜନବସତି ଆଡ଼କୁ ମାଡ଼ି ଆସିଲା ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଶିଆଳି ନିକଟରେ ଆଜି ଜନବସତି ଆଡ଼କୁ ପ୍ରାୟ ୧୦୦ ମିଟର ମାଡ଼ି ଆସିଛି ସମୁଦ୍ର ଜଳ। ଯାହାରିଫଳରେ ସମୁଦ୍ର ନିକଟବର୍ତ୍ତୀ ଫଳରେ ପଦ୍ମପୁର,ଶିଆଳି, ରାମତରା ଓ କଳାବେଦୀ ଆଦି ଗାଁର ଲୋକ ମାନେ…

ଆରମ୍ଭ ହେଲା ‘ଶିକ୍ଷକ ପର୍ବ’

ନୂଆଦିଲ୍ଲୀ: କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍‌ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍‌ଘାଟନୀ ଆଲୋଚନାଚକ୍ରରେ…

ଦୁଷ୍କର୍ମ ପୀଡ଼ିତାଙ୍କ ନାଁ ପ୍ରକାଶ ନେଇ…

ହାଇଦ୍ରାବାଦ: ଦୁଇ ବର୍ଷ ତଳେ ଘଟିଥିବା ଏକ ଦୁଷ୍କର୍ମ ଘଟଣା ପାଇଁ ୩୮ଜଣ ବଲିଉଡ ଓ ଟଲିଉଡ କଳାକାରଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ୩୮ଜଣ କଳାକାର ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରକୃତ ନାଁ ସାମ୍ନାକୁ ଆଣିବା ସହ ଶୋକ ପ୍ରକାଶ କରିଥିଲେ। ଏ ନେଇ ଦିଲ୍ଲୀର ଜ‌ଣେ ଓକିଲ ୩୮ଜଣଙ୍କ ବିରୋଧରେ ମାମଲା ରୁଜୁ…

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୧ ତାରିଖ ସୁଦ୍ଧା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

୨ ବର୍ଷର ଶିଶୁକୁ ଦିଆଗଲା ପ୍ରଥମ କରୋନା…

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ପ୍ରଥମେ ବୟସ୍କ ଏବଂ ଯୁବକଙ୍କ ପରେ ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଛି। ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ…

ମାନସ ଦାସଙ୍କ ଘରେ ଚଢାଉ

ଭୁବନେଶ୍ୱର: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଚଢାଉ। ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୁଲିସ ସହ ଖୋର୍ଦ୍ଧା ପୁଲିସର ରେଡ୍। ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଛି ପୁଲିସ। ମାନସ ଦାସ ଗିରଫ ପରେ ଏବେ ଝାରପଡା ଜେଲରେ ଅଛନ୍ତି। ମାନସଙ୍କ ପୁଅ ମନୋରଞ୍ଜନ ଦାସ ମଧ୍ୟ ଜେଲରେ ଅଛନ୍ତି। ଚଢାଉ…