Odisha Link
Bridging the Missing Links in Odisha
Daily Archives

December 5, 2022

ଭୁବନେଶ୍ୱର ଏମ୍ସ ପରିଦର୍ଶନ କଲେ,…

ଓଏଲ୍‌ ବ୍ୟୁରୋ: ଆସନ୍ତା ପହିଲାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପେପରଲେସ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଭୁବନେଶ୍ୱର ଓଡିଶା ଗସ୍ତରେ ଆସିଥିବାବେଳେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏମ୍ସରେ ରୋଗୀ ଓ ସେମାନଙ୍କ…

ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ

ଓଏଲ୍‌ ବ୍ୟୁରୋ: ଅନୁଭୂତ ହେଲା ଭୂମିକମ୍ପ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ସକାଳ ୮.୩୨ ମିନିଟ ୫୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଏବଂ…

ହିଂସା ଛାଡ଼ି ସଂସାର କଲେ, ୨ ମହିଳା…

ଓଏଲ୍‌ ବ୍ୟୁରୋ: ବନ୍ଧୁକ ଛାଡି ପିନ୍ଧିଲେ ଶଙ୍ଖା ସିନ୍ଦୁର। ଧୂମଧାମ ତଥା ସମସ୍ତ ରୀତିନୀତିରେ ବିବାହ ଚାଲିଥିଲା। ବିବାହ ବନ୍ଧନରେ ବାନ୍ଧି ହେଲେ ହିଂସା ଛାଡ଼ି ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ। ସରକାରଙ୍କ ସହାୟତା ପାଇବା ପରେ ୨ମହିଳା ମାଓବାଦୀ ହିଂସା ତ୍ୟାଗକରି ସମାଜର ମୁଖ୍ୟସ୍ରୋତରେ ସାମିଲ…

ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବର୍ଷା

ଓଏଲ୍‌ ବ୍ୟୁରୋ: ନେତା ବାଛୁଛନ୍ତି ପଦ୍ମପୁର ଜନତା। ସକାଳ ୭ଟାରୁ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ମଧ୍ୟ…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତକୁ ଜି-୨୦ ଅଧ୍ୟକ୍ଷ ପଦ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବ ବୈଠକ ରାଷ୍ଟ୍ରପତି ଭବନରେ ହେବ। ଦେଶର ସବୁ ଦଳର ମୁଖ୍ୟ ଏହି ବୈଠକ ରେ ଯୋଗ ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ। ଡିସେମ୍ବର…