Odisha Link
Bridging the Missing Links in Odisha
Daily Archives

December 14, 2022

ଚଳନ୍ତା ଗାଡିରୁ ଛାତ୍ରୀଙ୍କ ଉପରେ ଏସିଡ…

ଓଏଲ୍ ବ୍ୟୁରୋ : ଏସିଡ ମାଡ଼ରେ ଦେଶରେ ଅନେକ ପୀଡିତା ରହୁଥିବାବେଳେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍‌ ମାଡ଼ କରିଥିବା ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ଆଜି ସକାଳୁ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। ପରେ ଖବର ପାଇ…

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କୁ ମିଳିବନି ଅନ୍ତରୀଣ ସୁରକ୍ଷା। ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟର ଝଟକା। ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇସାରିଛନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପୁଣି ତାଙ୍କୁ ହାଜର ହେବା…

ସାମ୍ନାକୁ ଆସିଲା ଭାରତ-ଚୀନ ସଂଘର୍ଷର…

ଓଏଲ୍ ବ୍ୟୁରୋ : ଭାରତ ଓ ଚୀନ ସେନା ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ମୁହାଁମୁହିଁ ହୋଇଥିଲେ। ଭାରତ-ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତ ଓ ଚୀନର ବିବାଦ ଚରମ ସୀମାରେ ପହଂଚିଥିବାବେଳେ ଆମେରିକା ଏହି ଘଟଣା ଉପରେ ପ୍ରତିକ୍ରିୟା…

ଟ୍ରକ ସହ ପିଟିହେଲା ବସ, ଚାଲିଗଲା ୬…

ଓଏଲ୍ ବ୍ୟୁରୋ : ଯାତ୍ରୀବାହୀ ବସ ଦୁର୍ଘଟଣା। ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ସହ ଟ୍ରକ୍‌ର ଧକ୍କା ହୋଇଥିବା ଖବରରୁ ଜଣା ପଡିଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଘଟଣାଟି ଉତ୍ତରପ୍ରଦେଶର ଫିରୋଜାବାଦରେ…

ମହାବଳ ବାଘ ଛାଲ ଜବତ, ଶିକାରୀଙ୍କୁ ଗିରଫ…

ଓଏଲ୍ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟ ଉପରେ ଶିକାରୀଙ୍କ ନଜର। ମୟୂରଭଞ୍ଜ ଜିଲ୍ଲା ଉଦଳା ପିସିପୁରରୁ ମହାବଳ ବାଘ ଚମଡା ଜବତ ହୋଇଛି। ଶିକାରୀଙ୍କ ଧରିବା ପାଇଁ ଗ୍ରାହକ ବେଶରେ ଯାଇଥିଲେ ଏସଟିଏଫ ଅଧିକାରୀ। ବାଘ ଛାଲକୁ ମୁଲେଇବା ସମୟରେ ଶିକାରୀଙ୍କୁ ଗିରଫ କରିଛି ଏସଟିଏଫ। ପୂର୍ବରୁ ଶିକାରୀମାନେ…

ବାର୍ଥ ଡେ’ ପାର୍ଟିରେ ବିରୋଧ କରିବାରୁ…

ଓଏଲ୍ ବ୍ୟୁରୋ : ଜନ୍ମଦିନ ଉତ୍ସବରେ ଗଣଦୁଷ୍କର୍ମ ଘଟଣା। ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗଣ ଦୁଷ୍କର୍ମ ମାମଲା। ରାଜଧାନୀରେ ଜନ୍ମଦିନ ଉତ୍ସବରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି। ପୁଲିସର ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଦୀପକ ନାମକ ଜଣେ…