Odisha Link
Bridging the Missing Links in Odisha
Daily Archives

December 19, 2022

ମାଟିରେ ମିଶିଲା ବିଶାଳକାୟ ଚିମିଣି

ଓଏଲ୍‌ ବ୍ୟୁରୋ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତା ବିଶିଷ୍ଠ ଚିମିଣି। ଲାନ୍‌କୋ କମ୍ପାନୀ ଦ୍ବାରା ନିର୍ମିତ ବିଶାଳକାୟ ଚିମିଣି ଭାଙ୍ଗିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଲାନ୍‌କୋ କମ୍ପାନୀ କାର୍ଯ୍ୟକ୍ଷମ ନହେବାରୁ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିଲା। ଯାହାଫଳରେ ଏହାକୁ ଭାଙ୍ଗିବାକୁ…

ସରିଲା ବ୍ଲାକମେଲ କୁଇନ୍ ଅର୍ଚ୍ଚନାଙ୍କ…

ଓଏଲ୍‌ ବ୍ୟୁରୋ : ଆଜି କୋର୍ଟରେ ହାଜର ହେବେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ। ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଦ୍ଵିତୀୟ ରିମାଣ୍ଡ ଅଵଧି ଶେଷ ହୋଇଥିବାବେଳେ କୋର୍ଟରେ ଇଡି ଅର୍ଚ୍ଚନାଙ୍କୁ ହାଜର କରିବ। ପୂର୍ବରୁ ଏହି ମାମଲାରେ ଅନେକଙ୍କୁ ଜେରା କରିଥିଲା ଇଡି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି…

ହାୱାଇ ବିମାନକୁ ଦୋହଲାଇ ଦେଲା ବାୟୁ…

ଓଏଲ୍‌ ବ୍ୟୁରୋ : ମଝି ଆକାଶରେ ଦୋହଲିଲା ହାୱାଇ ବିମାନ। ଆଜି ଫିନିକ୍ସ୍‌ରୁ ହନଲୁଲୁ ହାୱାଇ ବିମାନ ଯିବା ବେଳେ ଆକାଶରେ ବାୟୁ ପ୍ରବାହରେ ଆକସ୍ମିକ ପରିବର୍ତ୍ତନ ହୋଇଥିଲା। ବାୟୁ ପ୍ରବାହରେ ପରିବର୍ତ୍ତନ ଦ୍ୱାରା ହାୱାଇ ଏୟାର୍‌ଲାଇନ୍‌ର ଗୋଟେ ବିମାନ ଦୋହଲି ଯାଇଥିଲା। ବିମାନରେ ଥିବା ପାଖାପାଖି ୩୬ଜଣ…

ଘରକୁ ଫେରିଲେ ୫ଦିନ ହେବ ନିଖୋଜ ଥିବା…

ଓଏଲ୍‌ ବ୍ୟୁରୋ : ନୟାଗଡର ୧୨ବର୍ଷୀୟ ନାବାଳକ ୫ଦିନ ହେବ ନିଖୋଜ ଥିଲେ। ନିଖୋଜ ହେବାର ୫ଦିନ ପରେ ସୁରକ୍ଷିତ ଭାବେ ଘରକୁ ଫେରିଲେ ନୟାଗଡର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ଆଣି କେହି ଜଣେ ଛାଡି ଦେଇଥିବା ସୂଚନା। ଅମ୍ରିତ ଟ୍ୟୁସନ ସାରି ଘରକୁ ଫେରିବା…

ଆଜିଠୁ ଅଫ୍‌ଲାଇନରେ ହକି ବିଶ୍ୱକପ୍ ଟିକେଟ…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଜାନୁଆରୀ ୧୩ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ। ଯାହାକୁ ନେଇ ହକି ପ୍ରେମୀ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିବାବେଳେ ଆଜିଠୁ ଅଫ୍‌ଲାଇନରେ ମିଳିବ ହକି ଟିକେଟ। ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି। ଭୁବନେଶ୍ୱର କଳିଙ୍ଗ…