Odisha Link
Bridging the Missing Links in Odisha
Daily Archives

December 25, 2022

କିଟରେ ହକି ବିଶ୍ୱକପ୍‍ ଟ୍ରଫି:…

ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍‍ ହକି ଟ୍ରଫି ଆଜି ଓଡ଼ିଶାରେ ପହଞ୍ଚିବା ପରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍‍ ପରିସରରେ ପହଞ୍ଚିଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ଟ୍ରଫିକୁ କିଟ୍‍ ଷ୍ଟାଡିଅମ୍‍…

ଚର୍ଚ୍ଚାରେ ଅର୍ଚ୍ଚନା ନାଗଙ୍କ ଡାଏରୀ,…

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରୁଛି ଇଡି। ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରି ଇଡି ଅଧିକ ତଦନ୍ତ କରୁଛି। ଏସବୁ ମଧ୍ୟରେ ଅର୍ଚ୍ଚନା ନାଗଙ୍କ ଡାଏରୀକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। କାରଣ ଅର୍ଚ୍ଚନାଙ୍କ ଗିରଫ ପରେ ତାଙ୍କ ଘରୁ ଦୁଇଟି…

ପରଲୋକରେ ଟଲିଉଡର ଭେଟେରାନ୍‌ ଅଭିନେତା

ଓଏଲ୍‌ ବ୍ୟୁରୋ: ଟଲିଉଡ଼ ଷ୍ଟାର ଚଲପତି ରାଓଙ୍କ ପରଲୋକ। ଘରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏନେଇ ପରିବାର ଲୋକେ ସୂଚନା ଦେଇଥିଲେ। ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ। ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ…

ସୋଆ ପ୍ରତିଷ୍ଠାତାଙ୍କୁ ସମ୍ମାନଜନକ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକଙ୍କୁ ୨୦୨୨ ନିମନ୍ତେ ଆଇଆଇଟି ଖଡଗପୁର ପକ୍ଷରୁ ସମ୍ମାନ ଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଡିସେମ୍ବର ୨୪ ତାରିଖ ଦିନ ଆୟୋଜିତ ହୋଇଥିବା ଆଇଆଇଟି ଖଡଗପୁରର ୬୮ ତମ…

ଚୀନରୁ ଆସିଥିବା ବ୍ୟକ୍ତି କରୋନା ପଜିଟିଭ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବର ଆଉ କିଛି ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବେଜିଂ ସହର ସହିତ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ତେବେ ଏସବୁ ମଧ୍ୟରେ ଚୀନରୁ ଫେରିଥିବା ଜଣେ ଯୁବକ…