Odisha Link
Bridging the Missing Links in Odisha

ବଜେଟ୍‌ ୨୦୨୩ : କ’ଣ ଶସ୍ତା ଏବଂ କ’ଣ ମହଙ୍ଗା, ଜାଣନ୍ତୁ

ମହଙ୍ଗା ହେବ, ସିଗାରେଟ୍, ଏଲପିଜି ଚିମିନି, ସୁନା ଓ ରୂପାରେ ନିର୍ମିତ ଅଳଙ୍କାର

ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍‌ ସଂସଦରେ ଉପସ୍ଥାପନା କରିଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷରେ କଣ ମହଙ୍ଗା ହେବ ଏବଂ କଣ ଶସ୍ତା ହେବ ସେ ନେଇ ସଂସଦରେ ବଜେଟ ଉପସ୍ଥାପନ ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ମହଙ୍ଗା ହେବ – ସିଗାରେଟ୍, ଏଲପିଜି ଚିମିନି, ସୁନା ଓ ରୂପାରେ ନିର୍ମିତ ଅଳଙ୍କାର,ହୀରା,ଏକ୍ସରେ ମେସିନ।

ଶସ୍ତା ହେବ– ଇ-ଯାନ, ଖେଳନା, ସାଇକେଲ, ଟିଭି, ମୋବାଇଲ୍, ଇଲେକ୍ଟ୍ରିକ୍ ଯାନ, କୃଷି ଏବଂ ଟେକ୍ସଟାଇଲ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ(୨୧ ରୁ ୧୩ପ୍ରତିଶତ) ହ୍ରାସ,ପୋଷାକ, କ୍ୟାମେରା ଲେନ୍ସ ।

Leave A Reply

Your email address will not be published.