ବିବାହ ପରେ ନିଖୋଜ ଥିଲେ ଯୁବକ, ଉଦ୍ଧାର…
ଓଏଲ୍ ବ୍ୟୁରୋ: ତେଲକୋଇ ଅଞ୍ଚଳରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ହରିଚନ୍ଦନପୁର ଥାନା କାଳିମାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଉଦ୍ଧାର ହୋଇଥିବା ଯୁବକ ଜଣକ ବିବାହ ପରେ ନିଖୋଜ ଥିଲେ।
ଗତକାଲିଠୁ ନିଖୋଜ ହୋଇଥିବା ଏହି ଯୁବକଙ୍କ ମୃତ୍ୟୁର…