Odisha Link
Bridging the Missing Links in Odisha
Daily Archives

March 15, 2023

‘ଶାସକ ଦଳ କୌରଵଙ୍କ ଭଳି ଧ୍ୱଂସ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ଆଲୋଚନା। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶାସକ ଦଳକୁ କୌରଵଙ୍କ ତୁଳନା କରିଛନ୍ତି। ସେ କହିଛନ୍ତି, ଯିଏ ଶାସନ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ। ଶାସକ ଦଳ କୌରଵ ଭଳି ଧ୍ୱଂସ ପାଇଯିବ।…

ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଧାନସଭା ଅଧିବେଶନରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚାଷୀଙ୍କ ଆୟକୁ ନେଇ ବିବୃତି ରଖି କହିଛନ୍ତି ଯେ, ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର…

ଭର୍ତ୍ତୃହରି ମହତାବ ଜଣେ ଦକ୍ଷ ନେତା:…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ଆଲୋଚନା। ତେବେ ଆଜି ଗୃହରେ ପ୍ରଶ୍ନକାଳ ଜାରି ରହିଥିବାବେଳେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସାକୁ ନେଇ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗରେ ବିଜେଡିକୁ…

‘ଆମର ଅଭ୍ୟାସ ଯିଏ ଉପରକୁ ଉଠିବାକୁ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଅନେକ ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ଆଲୋଚନା। ତେବେ ଆଜି ଗୃହରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସାକୁ ନେଇ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗରେ କଟକ ବାରବାଟୀ କଂଗ୍ରେସ…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ପଡ଼ିଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ଆଶ୍ବସ୍ତି। ଜମି ବଦଳରେ ଚାକିରି ଦୁର୍ନିତି ମାମଲାରେ ଛନ୍ଦି ହୋଇଥିବା ଲାଲୁ ଯାଦବଙ୍କ ପରିବାର ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଲାଲୁ ଯାଦବ, ରାବ୍ରୀ ଦେବୀ, ଝିଅ ମିସା…

ଅବକାରୀ ବିଭାଗ କନେଷ୍ଟବଳଙ୍କ ଘରୁ ଜବତ…

ଓଏଲ୍‌ ବ୍ୟୁରୋ: ଅବକାରୀ କନେଷ୍ଟବଳଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜେଇ ଜବତ ହୋଇଥିବା କନେଷ୍ଟବଳ ହେଉଛନ୍ତି ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ। ଖବର ଅନୁସାରେ, ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନିଜ ଘରେ…

କଲରାପତରିଆ ବାଘ ସୃଷ୍ଟି କଲା ଆତଙ୍କ

ଓଏଲ୍‌ ବ୍ୟୁରୋ: କଲରାପତରିଆ ବାଘ ସୃଷ୍ଟି କରିଛି ଆତଙ୍କ। ନୂଆପଡ଼ା ତରିଆମହୁଆଭଟା ଗାଁରେ କଲରାପତରିଆ ବାଘକୁ ନେଇ ଆତଙ୍କିତ ଗ୍ରାମବାସୀ। ବାଘକୁ ନେଇ ଲୋକଙ୍କ ମନରେ ଛନକା। ବନବିଭାଗ ଟିମ୍ ସେ ଗ୍ରାମରେ ପହଂଚି ଛାନଭିନ କରିଛି। ଖବର ଅନୁସାରେ, ମଙ୍ଗଳବାର ରାତିରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା,…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର। ଜମି ବଦଳରେ ଚାକିରି ଦୁର୍ନିତି ମାମଲାରେ ଛନ୍ଦି ହୋଇଥିବା ଲାଲୁ ଯାଦବଙ୍କ ପରିବାର ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ଲାଲୁ ଯାଦବ, ରାବ୍ରୀ ଦେବୀ, ଝିଅ ମିସା ଯାଦବଙ୍କ ସମେତ ମୋଟ ୧୬ଜଣ…

ମେଘାଚ୍ଛନ୍ନ ଆକାଶ, ବିଜୁଳି-ଘଡ଼ଘଡ଼ି ସହ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶେଷ ହୋଇଛି ଶୀତର ପ୍ରକୋପ। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କିଛି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଆଜି ବିଭିନ୍ନ ଜିଲ୍ଲାରେ ସକାଳୁ ମେଘୁଆ ପାଗ ସାଙ୍ଗକୁ ମୃଦୁ ପବନ ଅନୁଭୂତ ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଦୀର୍ଘଦିନ ପରେ…

ଦୁର୍ନୀତିରେ ଉବୁଟୁବୁ ସରକାରୀ କର୍ମଚାରୀ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ଏନେଇ ସ୍ଲୋଗାନ ମଧ୍ୟ ଦେଉଛନ୍ତି ରାଜ୍ୟ ସରକାର। ହେଲେ ରାଜ୍ୟରେ ଦିନକୁ ଦିନ ଦୁର୍ନୀତି କାୟାବିସ୍ତାର କରିବାରେ ଲାଗିଛି। ଦୁର୍ନୀତି ପାଇଁ ଗତ ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ୧୯୦ଜଣ ଦୁର୍ନୀତିଗ୍ରସ୍ତ ସରକାରୀ…