Odisha Link
Bridging the Missing Links in Odisha
Monthly Archives

April 2023

ଶୁକ୍ରବାର ପୁରୀ-ହାୱଡ଼ା ‘ବନ୍ଦେ ଭାରତ…

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ବଡ଼ ଖବର। ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। କାରଣ ଆସନ୍ତାକାଲି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ ରନ୍ କରିବ। ସକାଳ ୬ଟା ୧୦ ମିନିଟ୍‌ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏନେଇ ଭାରତୀୟ ରେଳବାଇ ପକ୍ଷରୁ…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ…

ଭୁବନେଶ୍ବର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତ ର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତିର୍ ଶିକ୍ଷା ଓ ଅନୁସନ୍ଧାନ( ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ବୁଲି…

ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। କାଲି ସକାଳ ୬ଟା ୧୦ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ରହିବ ବୋଲି ସୂଚନା ରହିଛି। ବନ୍ଦେ ଭାରତ ଏକ୍ସପ୍ରେସ କଟକ ପରେ ଭୁବନେଶ୍ବର,…

୪ କୋଟି ଠକେଇ ମାମଲା: ୨ ବ୍ୟାଙ୍କ…

ଓଏଲ୍‌ ବ୍ୟୁରୋ: ନୂଆପାଟଣାରେ ୪ କୋଟି ଠକେଇ ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାରେ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଏହି ମାମଲାରେ ତଦନ୍ତ କରି ୩ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ। ଅର୍ବାନ ବ୍ୟାଙ୍କର ୨ ଜଣ କର୍ମଚାରୀ ଓ ଜଣେ ଏଲଆଇସି ଏଜେଣ୍ଟ ଗିରଫ ହୋଇଛନ୍ତି।…

କାଳବୈଶାଖୀ ପ୍ରଭାବ, ରାଜ୍ୟର ୧୫ଜିଲ୍ଲାରେ…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ତ୍ରାହି। କାଳବୈଶାଖୀ ପ୍ରବାହରେ ରାଜ୍ୟରେ ଆସନ୍ତା ୨୯ ତାରିଖ ଯାଏଁ ବର୍ଷା ହେବାର ଆଶଙ୍କା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଜି ୧୫ଜିଲ୍ଲାକୁ କାଳବୈଶାଖୀ ବର୍ଷା ସହ ବଜ୍ରପାତ ଆଲର୍ଟ। କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ,…

ବ୍ରାହ୍ମଣୀ ଡଙ୍ଗା ବୁଡ଼ି ଘଟଣା: ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ଏକ ଡଙ୍ଗା ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼କୁ ଯାଉଥିଲା। ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସେହି ଡଙ୍ଗାରେ ୩୦ ଜଣ ଯାତ୍ରୀ ମଧ୍ୟ ଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର…

ଆଳିରେ ଡ଼ଙ୍ଗା ବୁଡ଼ି ଘଟଣା: ୪ ଲକ୍ଷ…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ କେନ୍ଦ୍ରାପଡ଼ାରୁ ଆସିଥିଲା ଅଘଟଣ ଖବର। ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଗଲା ଡଙ୍ଗା। ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି। ଆଳିରେ ନୌକା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର…

ନକ୍ସଲମାନେ ଝିଅ, ମହିଳାମାନଙ୍କୁ ଯୌନ…

ଓଏଲ୍‌ ବ୍ୟୁରୋ: ଗତକାଲି ନବରଙ୍ଗପୁରରେ ସର୍ଚ୍ଚ ଅପେରସନ ସମୟରେ ନକ୍ସଲ ଶିବିର ଧ୍ୱଂସ କରାଯାଇଛି। ଏହା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ନବରଙ୍ଗପୁର ଏସପି ଏସ.ସୁଶ୍ରୀ। ସେ କହିଛନ୍ତି, ନକ୍ସଲମାନେ ଝିଅ, ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଧ୍ୱଂସ କରାଯାଇଥିବା ନକ୍ସଲ ଶିବିରରୁ ବହୁ…

୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ହଜିଯାଇଥିବା ଫାଇଲ ମିଳି ସାରିଥିବା କୁହାଯାଉଛି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଶ୍ରୀମନ୍ଦିର…

ଛତିଶଗଡ଼ରେ ସହିଦ ଯବାନଙ୍କୁ…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ…