Odisha Link
Bridging the Missing Links in Odisha
Monthly Archives

April 2023

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭୩ କୋଭିଡ…

ଓଏଲ୍‌ ବ୍ୟୁରୋ: ପୁଣି ଭୟ ବଢ଼ାଇଲାଣି କରୋନା ମହାମାରୀ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୭୩ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୬୯ ଚିହ୍ନଟ ହୋଇଛି। ଏବେ ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦେଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ…

ମୁଁ ଅପରାଧୀ ନୁହେଁ, ତଦନ୍ତର ସାମ୍ନା…

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବିବାଦରେ କୁସ୍ତି ସଂଘ ସଭାପତି। ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ଧାରଣାରେ ବସିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଧାରଣାରତ ୭ କୁସ୍ତି ଯୋଦ୍ଧା। ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ…

କମିବ କାଳବୈଶାଖୀ ପ୍ରଭାବ, ମେ’…

ଓଏଲ୍‌ ବ୍ୟୁରୋ: ପୁଣି ଅସମ୍ଭାଳ ହେବ ଗରମ। ଆସନ୍ତା ମେ’ ମାସରେ ରାଜ୍ୟରେ ଅନୁଭୂତ ହେବ ଭୀଷଣ ତାତି। ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ। ଆଇଏମଡିର ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଉତ୍ତର ପଶ୍ଚିମ ଭାରତ ଓ…

‘ମହତାବଙ୍କ ‘ଗାଁ ମଜଲିସ୍’ ପରେ…

ଓଏଲ୍‌ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତକାଲି ‘ମନ୍ କି ବାତ୍’ କାର୍ଯ୍ୟକ୍ରମର…

ଏଲ୍ଆଇସିର ନୂତନ ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ…

ଓଏଲ୍‌ ବ୍ୟୁରୋ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏବଂ ସବୁଠୁ ବଡ଼ ନିବେଶକାରୀ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଓଡ଼ିଆ ପୁଅ। ଏଲ୍ଆଇସିର ନୂଆ ମୁଖ୍ୟ ଭାବେ ଦାଇତ୍ୱ ପାଇଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା…

କାଲି ମୋଦୀଙ୍କ ‘ମନ୍ କି ବାତ୍’ର ୧୦୦ ତମ…

ଓଏଲ୍‌ ବ୍ୟୁରୋ: ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୦୦ ତମ ଅଧ୍ୟାୟ ଆସନ୍ତାକାଲି ପୁରଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପ ରାଷ୍ଟ୍ରପତି ଜଗଦୀପ ଧନଖେଡ ପ୍ରସାର ଭାରତୀ…

ଅଧାରେ ରହିଲା ଜଗା ଦର୍ଶନ, ସଡ଼କ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜପଥ ୧୬ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକ୍ ତଳେ ଚାପିହେଲା କାର। ଟ୍ରକ ତଳେ ଚାପି ହେବାରୁ ଘଟଣା ସ୍ଥଳରେ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କାରଟି ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ବେଳେ…

ଓଡ଼ିଶାରେ ଚାଲିଛି ବାବୁଙ୍କ ଶାସନ:…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଓଡ଼ିଶା ବିଜେପିର ଫାୟାର ବ୍ରାଣ୍ଡ ନେତା ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ହିଂସାକାଣ୍ଡ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ହନୁମାନ ଜୟନ୍ତୀରେ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା।…

ଶକ୍ତି ମନ୍ତ୍ରୀଙ୍କୁ ଘେରିଲେ ଲୋକେ,…

ଓଏଲ୍‌ ବ୍ୟୁରୋ: ଆଜି ସକାଳୁ ସକାଳୁ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଯୋଗୁ ଚାଲିଗଲା ନାବାଳାଙ୍କ ଜୀବନ। ଅନ୍ୟପକ୍ଷରେ ଡଙ୍ଗାର ନାଉରୀ ସୁଦର୍ଶନ ସ୍ଵାଇଁ ନିଖୋଜ ଅଛନ୍ତି। ଯାହାକୁ ନେଇ ଆଜି ଦିନ ଯାକ ଚହଳ ପକାଇଛି ଡଙ୍ଗା ବୁଡ଼ି ଘଟଣା। ଏହି ଖବର ଜାଣିବା ପରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସେହି…

ପିଏମ୍‌ ମୋଦିଙ୍କୁ କହିଲେ ବିଷଧର ସାପ,…

ଓଏଲ୍‌ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ସରଗରମ କର୍ଣ୍ଣାଟକ ରାଜନୀତି। କିଏ ହାତେଇବ କର୍ଣ୍ଣାଟକ ସିଂହାସନ ତାକୁ ନେଇ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। କିଭଳି ଭୋଟରଙ୍କ ମନ ଜିଣିବେ ସେ ନେଇ ମଧ୍ୟ ଅଙ୍କକଷା ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏସବୁ ମଧ୍ୟରେ…