Odisha Link
Bridging the Missing Links in Odisha
Daily Archives

May 2, 2023

ସାରା ରାଜ୍ୟରେ ଚାଲିବ ଏକ ପ୍ରକାର ବୋଟ,…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶା ପାଇଁ ଆସିବାକୁ ଯାଉଛି ବୋଟ ଅଧିନିୟମ। କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଏହି ଅଧିନିୟମ। ଆସନ୍ତା ୨ ମାସରେ ଆସିବ ନୂଆ ଓଡ଼ିଶା ବୋଟ ନିୟମ। ଜଳପଥରେ ନିରାପଦ ଯାତ୍ରା ଉପରେ ଗୁରୁତ୍ୱ ଦିଆଯିବ। ତାହା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ରହିବ।…

ଓଡ଼ିଶାରେ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ…

ଓଏଲ୍‌ ବ୍ୟୁରୋ: ବଦଳୁଛି ପାଗ ଆଉ ମନରେ ଛନକା ଆରମ୍ଭ। ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଘୂର୍ଣ୍ଣିବଳୟରୁ ବାତ୍ୟାର ରୂପ ନେଇପାରେ ବୋଲି ସମ୍ଭାବନା ରହିଛି। ତେବେ ଯଦି ବାତ୍ୟା ହୁଏ ତେବେ ଓଡ଼ିଶାରେ ଏହାର ପ୍ରଭାବ ରହିବ କି ନାହିଁ ବର୍ତ୍ତମାନ ସୁଦ୍ଧା…

ଆଜିଠୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ…

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ପୂର୍ବରୁ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଇଏଏସ ରଞ୍ଜନ କୁମାର ଦାସ ହେଲେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ। ୨୦୦୭ ବ୍ୟାଚର ଆଇଏଏସ ରଞ୍ଜନ କୁମାର ଦାସ। ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କଠୁ ଦାୟିତ୍ବ ଗ୍ରହଣ କଲେ। ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନଙ୍କୁ…

ଲୁଟେରାଙ୍କୁ ଧରିବାକୁ ଯାଇ ଦୁର୍ଘଟଣାରେ…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଲେଇମୁଣ୍ଡା ଛତାବର ନିକଟରେ ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରେ ଓଲଟିଲା ଟ୍ରଲର। ଟାୟାର ଚୋରି କରୁଥିବା ଲୁଟେରାଙ୍କୁ…

କଟକରେ ତନ୍ତ୍ର ସାଧନା ନାଁରେ ଠକେଇ ଘଟଣା:…

ଓଏଲ୍‌ ବ୍ୟୁରୋ: କଟକରେ ଗୁଣିଗାରେଡି ଓ ତନ୍ତ୍ର ସାଧନା ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଗିରଫ କରିଥିଲା ପୁଲିସ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ତଦନ୍ତ ଆରମ୍ଭ କରିଛି। ଅଧିକ ତଦନ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁଲିସ। ତେବେ ଗୁଣିଗାରେଡି…

ବିଜେପି ଯେଉଁ ଅଭିଯୋଗ କରୁଛି ତାହା…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଭାରତୀୟ ଜନତା ପାର୍ଟିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ପହଂଚିଥିଲେ। ହିଂସା ଘଟଣା ପରେ ବିଜେପିର…

ଏନସିପି ମୁଖିଆ ପଦ ଛାଡ଼ିଲେ ଶରଦ ପାଓ୍ବାର

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ମହାନାଟକ। ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବରିଷ୍ଠ ରାଜନେତା ଶରଦ ପାଓ୍ବାର। ସେ ଆଜି କହିଛନ୍ତି, ଦଳର ସଭାପତି ପଦରୁ ମୁଁ ଇସ୍ତଫା ଦେଉଛି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶରଦ…

ରାଜ୍ୟରେ ଖୋଲିବ ୩ଟି ନୂଆ ଥାନା, ମୋହର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଥାନା। ଓଡ଼ିଶାରେ ୩ଟି ନୂଆ ଥାନା ଖୋଲିବାକୁ ହୋଇଥିବା ଯୋଜନାରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୁଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି। କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ…

ଛତିଶଗଡ଼ରେ ମାଓ ଆକ୍ରମଣ ପରେ ଓଡ଼ିଶାର…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ରେ ମାଓ ହମ୍‌ଲା ପରେ ଓଡ଼ିଶାର ସୀମାନ୍ତ…

ସମ୍ବଲପୁର ହିଂସାକାଣ୍ଡ ଅଞ୍ଚଳରେ ବିଜେପିର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଭାରତୀୟ ଜନତା ପାର୍ଟିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ପହଂଚିଥିଲେ। ହନୁମାନ ଜୟନ୍ତୀ ଅବସରରେ…