Odisha Link
Bridging the Missing Links in Odisha
Daily Archives

May 2, 2023

ସୋଆ ପକ୍ଷରୁ ଇଣ୍ଡଷ୍ଟ୍ର୍ରିଆଲ୍‌…

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ “ରିସେଂଟ୍‌ ଡେଭଲପ୍‌ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍‌ ଇନ୍‌ କୋର ଇଣ୍ଡଷ୍ଟ୍ରିଜ୍‌” ଶୀର୍ଷକ ଏକ କର୍ମଶାଳା ଆୟୋଜିତ…

ସୁପ୍ରିମକୋର୍ଟରେ ପତ୍ନୀ, ଏପଟେ ସୁପର…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ପେସ୍‌ ବୋଲର ମହମ୍ମଦ ସାମି ଓ ତାଙ୍କ ପତ୍ନୀିହସିନ୍‌ ଜାହାଁଙ୍କ କଳି ଚର୍ଚ୍ଚାରେ। ପାରିବାରିକ କଳହକୁ ନେଇ ଦୀର୍ଘ ଦିନ ହେଲା ବିବାଦରେ ଥିବା ସାମିଙ୍କ ବିରୁଦ୍ଧରେ ପୁଣି ଆଇନର ଆଶ୍ରୟ ନେଇଛନ୍ତି ସ୍ତ୍ରୀ ହସିନ ଜାହାଁ। ଏଥର ସାମିଙ୍କ ବିରୁଦ୍ଧରେ…

ପୁଲିସ କର୍ମଚାରୀଙ୍କ ମାନସିକ ଅବସାଦ ଦୂର…

ଭୁବନେଶ୍ବର: ଏଣକି ପୁଲିସ କର୍ମଚାରୀଙ୍କ ମାନସିକ ଅବସାଦ ଦୂର କରିବେ ଡାକ୍ତର। ପୁଲିସ ବାବୁଙ୍କୁ ସ୍ବତନ୍ତ୍ର ତାଲିମ ଦେବେ ମାନସିକ ରୋଗ ବିଶେଷଜ୍ଞ। କମିଶନରେଟ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ମୁକ୍ତ ପାଇଁ ସ୍ୱତନ୍ତ୍ର ନୀତି ଆପଣାଇଛି। ଇଣ୍ଡିଆନ ସାଇକାଟ୍ରିକ…

କର୍ଣ୍ଣାଟକ ନିର୍ବାଚନ: ଇସ୍ତାହାରରେ ମାଳ…

ଓଏଲ୍‌ ବ୍ୟୁରୋ: ମେ' ୧୦ ତାରିଖରେ ଅନୁଷ୍ଠିତ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ମନପସନ୍ଦର ନେତା ବାଛିବେ ଭୋଟର। ନିର୍ବାଚନ ଯେତିକି ପାଖଉଛି, ସେତିକି ସରଗରମ ହେଉଛି କର୍ଣ୍ଣାଟକ ନିର୍ବାଚନୀ ମାହୋଲ। ଜନତାଙ୍କ ମନଜିଣି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ଆଉ ୮…

ଟେଷ୍ଟରେ ନମ୍ବର-୧ ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: କ୍ରିକେଟର ସବୁଠୁ ବଡ଼ ବା ଶ୍ରେଷ୍ଠ ଫର୍ମାଟ ଟେଷ୍ଟ କ୍ରିକେଟରେ ଏକ ନମ୍ବର ହେଲା ଭାରତୀୟ ଦଳ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ ମଙ୍ଗଳବାର ଜାରି କରିଥିବା ଟେଷ୍ଟ ଟିମ୍‌ ତାଲିକାର ଶୀର୍ଷରେ ଟିମ୍‌ ଇଣ୍ଡିଆ ରହିଛି। ଅଷ୍ଟ୍ରେଲିଆକୁ ପଛରେ ପକାଇ ନମ୍ବର ୧ ସିଂହାସନରେ ବସିଛି ଭାରତ।…

ମୋଦି ସରନେମ ମାମଲା: ରାହୁଲ ଗାନ୍ଧିଙ୍କୁ…

ଓଏଲ୍‌ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଆଶ୍ବସ୍ତି। ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେନି ଗୁଜରାଟ ହାଇକୋର୍ଟ। ଗୁଜରାଟ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଦେଲେନି ଅନ୍ତରୀଣ ସୁରକ୍ଷା। ଦଣ୍ଡ ଉପରେ ରହିତାଦେଶ ଆବେଦନର ରାୟ ସଂରକ୍ଷିତ ରଖିଲେ କୋର୍ଟ।…

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ମହାମହିମ। ଦିନକ ପରେ ନିଜ ଗାଁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ। ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା। ରାଷ୍ଟ୍ରପତି ନିଜ ଗାଁକୁ ଆସିବାକୁ ଥିବାରୁ ସଜେଇ…

ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା,…

ଓଏଲ୍‌ ବ୍ୟୁରୋ: ବଦଳୁଛି ପାଗ ଆଉ ତାତିରୁ ମିଳିବ ତ୍ରାହି। ରାଜ୍ୟରେ ଆସନ୍ତାକାଲି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ନୂଆପଡା, କଳାହାଣ୍ଡି, ରାୟଗଡା, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ବର୍ଷା…

ସମ୍ବଲପୁର ହିଂସା ଘଟଣାର ସିବିଆଇ ତଦନ୍ତ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ ସ୍ଥିତି ସୁଧୁରିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ପରଖିବାକୁ ଭାରତୀୟ ଜନତା ପାର୍ଟିର ୩ ଜଣିଆ କେନ୍ଦ୍ରୀୟ ଟିମ୍ ପହଂଚିଥିଲେ। କ୍ଷେତ୍ର ପରିଦର୍ଶନ ପରେ…

ମନି ଲଣ୍ଡରିଂ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ନୂଆ ମୋଡ଼। ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଦାଲତି ଝଟକା। ଆସନ୍ତା ୮ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ନିଜ ଓକିଲ ଜରିଆରେ ହାଜର ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ, ଯାହାକୁ ଖାରଜ…