Odisha Link
Bridging the Missing Links in Odisha

ନକ୍ସଲଙ୍କ ଜଘନ୍ୟକାଣ୍ଡ, ଘରୁ ଡାକିନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ନକ୍ସଲଙ୍କ ଏପରି କାଣ୍ଡ ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି।

ଓଏଲ୍‌ ବ୍ୟୁରୋ: ପୁଣି ଜଘନ୍ୟକାଣ୍ଡ ଭିଆଇଲେ ମାଓବାଦୀ। ବିଳମ୍ବିତ ରାତିରେ ଘରୁ ଡାକିନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ୫ ରାଉଣ୍ଡ ଗୁଳି କରି ସୁବଳ କହଁରଙ୍କୁ ହତ୍ୟା କରାଯାଇଛି। ଫୁଲବାଣୀ ଫିରିଙ୍ଗିଆ ସାଉଲ୍ ପଡ଼ାରେ ଘଟିଛି ଏହି ଘଟଣା। ନକ୍ସଲଙ୍କ ଏପରି କାଣ୍ଡ ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.