Odisha Link
Bridging the Missing Links in Odisha
Daily Archives

May 11, 2023

ଫ୍ଲିପକାର୍ଟ ଟଙ୍କା ହଡପ କରି ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ: ପ୍ରତିଦିନ ଅନେକ ଠକେଇ ଖବର ସାମ୍ନାକୁ ଆସୁଥିବାବେଳେ ଆଜି ଏହି ଠକେଇକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏଥର ଦୁର୍ବୃତ୍ତ ନୁହେଁ ବରଂ ଜଣେ ମ୍ୟାନେଜର ବାବୁ ଠକେଇ କରିଥିବା ଜଣା ପଡିଛି। ଫ୍ଲିପକାର୍ଟ ଟଙ୍କା ହଡପ କରି ବ୍ରାଞ୍ଚ ମ୍ୟାନେଜର ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଗିରଫ…

ଇମ୍ରାନ ଖାନ୍ ଗିରଫ ଘଟଣା: ଇସଲାମାବାଦ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଥିଲା। ଗିରଫ ହୋଇଥିଲେ ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗିରଫ ଘଟଣାରେ ହସ୍ତକ୍ଷେପ କଲେ ପାକିସ୍ତାନ ସୁପ୍ରିମକୋର୍ଟ। ୧ ଘଣ୍ଟା…

ଝାରସୁଗୁଡା ଉପ-ନିର୍ବାଚନ: କିଏ ମାରିବ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମେ' ୧୦ରେ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ। ଝାରସୁଗୁଡାରେ ତ୍ରିମୁଖୀ ଲଢେଇ ହୋଇଥିବା କୁହାଯାଉଥିବା ବେଳେ ଶାସକଦଳର ପ୍ରାର୍ଥୀ ଦୀପାଳି…

ବିଜେପିରେ ଯୋଗଦାନ କଲେ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ବିଜେପିରେ ଯୋଗ ଦେଲେ ଆଉ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଜେଡିୟୁରୁ ଇସ୍ତଫା ଦେଇ ନୀତିଶ କୁମାର ଓ ଜେଡିୟୁ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଆରସିପି ସିଂ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଦଳର ପ୍ରାଥମିକ ସଦସ୍ୟତା ନେଇଛନ୍ତି। ପୂର୍ବତନ…

ବଲିଉଡ ଷ୍ଟାରଙ୍କ ଫଟୋ ଲଗାଇ କରୁଥିଲେ…

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକ ମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ମିଛ କହି। ତେବେ ଆଉ ଏକ ନୂଆ ଉପାୟ ଅବଲମ୍ବନ କରି ଠକେଇ ସଂସ୍ଥାର ସନ୍ଧାନ ଠାବ ହୋଇଛି। ବଲିଉଡ ଷ୍ଟାରଙ୍କ ଫଟୋ ଲଗାଇ ଲୋକଙ୍କଠାରୁ କୋଟି କୋଟି…

ଜଟଣୀରେ କ୍ୟାନ୍‌ସର ହସ୍ପିଟାଲର…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ କର୍କଟ ଚିକିତ୍ସାରୁ ମୁକ୍ତି ପାଇବା ପାଇଁ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ। ରାଜଧାନୀରେ ହୋମି ଭାବା କ୍ୟାନ୍‌ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି। ତେବେ ଏହି କ୍ୟାନ୍‌ସର ହସ୍ପିଟାଲର…

ଝାରସୁଗୁଡା ଉପ-ନିର୍ବାଚନ: ସୋସିଆଲ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ। ଝାରସୁଗୁଡାରେ ତ୍ରିମୁଖୀ ଲଢେଇ ହୋଇଥିବା କୁହାଯାଉଥିବା ବେଳେ ଶାସକଦଳର ପ୍ରାର୍ଥୀ ଦୀପାଳି ଦାସଙ୍କ…

ପୁଣି ଅସହ୍ୟ ହେଲାଣି ତାତି, ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ବଢ଼ିବାରେ ଲାଗିଛି ତାପମାତ୍ରା। ପୁଣି ଅସହ୍ୟ ହେଲାଣି ତାତି। ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ୪ରୁ ୫ ଦିନ ପାଇଁ ପାରଦ ଉପରମୁହାଁ ରହିବ। ତାତି ବଢ଼ିବା ନେଇ…

ଦିଲ୍ଲୀ ସରକାରଙ୍କ ହାତରେ ସରକାରୀ…

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଏକ ଶୁଣାଣି ହୋଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାରଙ୍କୁ ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଲେ ସର୍ବୋଚ୍ଚ କୋର୍ଟ। ନିର୍ବାଚିତ ସରକାରକୁ ଅଧିକାର ମିଳିବା ଦରକାର ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ…

ଚର୍ଚ୍ଚାରେ ଭାରତୀୟ ଫିଲ୍ମ ‘ଦ କେରଳ…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ‘ଦ କେରଳ ଷ୍ଟୋରୀ’ ରିଲିଜ ହେବା ପରେ ଏହାର…