Odisha Link
Bridging the Missing Links in Odisha
Daily Archives

May 11, 2023

ଅଲୋଡ଼ା ହେଲା ଶିଶୁକନ୍ୟା! ନାଳରୁ ମିଳିଲା…

ଓଏଲ୍‌ ବ୍ୟୁରୋ: ଆଜି ବି ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା'ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ଏକ ନାଳରୁ ନବଜାତ…

ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ,…

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ଏହି ଦିବସ ପାଳନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୯ ମସିହାରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମ୍ମାନାର୍ଥେ ଆରମ୍ଭ କରିଥିଲେ। ଆଜି ଏହି ଦିବସକୁ ପ୍ରଗତି ମଇଦାନରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ…

ନକ୍ସଲଙ୍କ ଜଘନ୍ୟକାଣ୍ଡ, ଘରୁ ଡାକିନେଇ…

ଓଏଲ୍‌ ବ୍ୟୁରୋ: ପୁଣି ଜଘନ୍ୟକାଣ୍ଡ ଭିଆଇଲେ ମାଓବାଦୀ। ବିଳମ୍ବିତ ରାତିରେ ଘରୁ ଡାକିନେଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ୫ ରାଉଣ୍ଡ ଗୁଳି କରି ସୁବଳ କହଁରଙ୍କୁ ହତ୍ୟା କରାଯାଇଛି। ଫୁଲବାଣୀ ଫିରିଙ୍ଗିଆ ସାଉଲ୍ ପଡ଼ାରେ ଘଟିଛି ଏହି ଘଟଣା। ନକ୍ସଲଙ୍କ ଏପରି କାଣ୍ଡ ପରେ…

ରେଳ ଲାଇନ ନେଲା ଆରପିଏଫ ଯବାନଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ପୁଣି ଜଣେ ଯବାନ ସହିଦ ହୋଇଥିବା ଜଣା ପଡିଛି। ଟ୍ରେନ ଲାଇନରେ କଟି ଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ନିକଟ ଓ୍ବାସିଂ ଲାଇନରେ ଘଟିଛି ଏହି ଅଘଟଣ। ଏଭଳି ଦୁଃଖଦ ଖବର ଶୁଣିଲା ପରେ ଯବାନଙ୍କ ପରେ ଶୋକର ଛାୟା ଖେଳିଯାଇଛି। ପୂର୍ବରୁ, କନ୍ଧମାଳରେ ଘଟିଥିବା…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତ ନେଲା ବାତ୍ୟାର ରୂପ। ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ପାଲଟିବା ପରେ ଭୋର୍‌…

ଆଜି ଅପରାହ୍ନରେ ନବୀନ-ମୋଦି ଭେଟଘାଟ,…

ଓଏଲ୍‌ ବ୍ୟୁରୋ: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ଦୋହରାଇବେ ନବୀନ। ଦିଲ୍ଲୀରେ ପହଞ୍ଚିବା ପରେ ନବୀନ କହିଛନ୍ତି ଓଡ଼ିଶାର ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ। ୪ ଦିନିଆ ଦିଲ୍ଲୀ…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ବିଭାଗ…

ଓଏଲ୍‌ ବ୍ୟୁରୋ: ଆୟକର ବିଭାଗ ଜାଲରେ ଆଉ ଜଣେ ଚର୍ଚ୍ଚିତ ଚେହେରା। ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍। ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ାରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ହୋଇଛି। ଆୟକର ବିଭାଗ ପକ୍ଷରୁ ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା…