Odisha Link
Bridging the Missing Links in Odisha

୮ ଡିଗ୍ରୀ କଲେଜ ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ

ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମ କାହିଁକି ଯୋଗ ଦେଲେନି ମେ’ ୨୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ।

ଓଏଲ୍‌ ବ୍ୟୁରୋ: ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ନଦେବା ପଡିଲା ମହଙ୍ଗା। ୮ ଡିଗ୍ରୀ କଲେଜ୍‌କୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ। ୮ ଡିଗ୍ରୀ କଲେଜ୍‌ ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମଧ୍ୟ ନୋଟିସ୍‌। ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ। ଗତ ୨୩ ଓ ୨୪ରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଟ୍ରେନିଂ। ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମ କାହିଁକି ଯୋଗ ଦେଲେନି ମେ’ ୨୯ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ।

Leave A Reply

Your email address will not be published.