Odisha Link
Bridging the Missing Links in Odisha
Daily Archives

May 25, 2023

ପ୍ରଥମଥର ପାଇଁ ଅନ୍ଧାର ରାତିରେ…

ଓଏଲ୍‌ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ନୌସେନାକୁ ମିିଳିଲା ଆଉ ଏକ ଐତିହାସିକ ଉପଲବ୍ଧି। ମିଗ୍-୨୯କେ ବିମାନ ଆଇଏନଏସ ବିକ୍ରାନ୍ତରେ ଅନ୍ଧାର ରାତିରେ ସଫଳତା ପୂର୍ବକ ଅବତରଣ କରି ଇତିହାସ ରଚିଛି। ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି, ଏହି ଅବତରଣ ଆତ୍ମନିର୍ଭରତା ପ୍ରତି ଉତ୍ସାହର ସଙ୍କେତ ଅଟେ।…

୬୦ ବର୍ଷରେ ଦ୍ବିତୀୟ ବିବାହ କଲେ ଆଶିଷ…

ଓଏଲ୍‌ ବ୍ୟୁରୋ: ୬୦ ବର୍ଷ ବୟସରେ ବିବାହ କଲେ ଭେଟରାନ ଅଭିନେତା ଆଶିଷ ବିଦ୍ୟାର୍ଥୀ। ସେ ଆସାମର ରୂପାଲି ବରୁଆଙ୍କୁ ଆଜି ବିବାହ କରିଛନ୍ତିି। ଆଶିଷ ବିଦ୍ୟାର୍ଥୀ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ଓଡ଼ିଆ ଓ ଅନେକ ଆଞ୍ଚଳି ଫିଲ୍ମରେ ଅଭିନୟ କରି ଆଶିଷ ବିଦ୍ୟାର୍ଥୀ ଘରେଘରେ ପରିଚିତ ହୋଇ ପାରିଛନ୍ତି। ଆଶିଷ…

ଜଟିଳ ଅସ୍ତ୍ରୋପଚାର ଜରିଆରେ ୭୩ ବର୍ଷୀୟା…

ଓଏଲ୍‌ ବ୍ୟୁରୋ: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍‌ ଅଲ୍ଟିମେଟ ମେଡିକେୟାରର ସର୍ଜନ୍‌। ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍‌ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ…

ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ…

ଓଏଲ୍‌ ବ୍ୟୁରୋ: ସିଜୋଫ୍ରେନିଆ ଏକ ମାନସିକ ସମସ୍ୟା ଯାହାକି ମଣିଷକୁ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ କରିଥାଏ। ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ୩୦୦ ଜଣଙ୍କ ମଧ୍ୟରୁ ଜଣେ ଏହି ସମସ୍ୟା ସହ ଲଢ଼ୁଥିବା ତଥ୍ୟ ସାମ୍ନାକୁ ଆସିଛି। ବିଶ୍ୱ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ…

ଓଏଲ୍‌ ବ୍ୟୁରୋ: ନିକଟରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଚର୍ଚ୍ଚା। ଗୋଟିଏ ପଟେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ କମାଲ କରୁଥିବା ବେଳେ ଅନ୍ୟପଟେ ବିବାଦରେ ଛନ୍ଦି ହୋଇ ଅଧିକ ଚର୍ଚ୍ଚାରେ ରହିଛି ‘ଦ କେରଳ ଷ୍ଟୋରୀ’। ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ…

ଅପମିଶ୍ରଣ ରୋକିବାକୁ ଏଫ୍ଏସ୍ଏସ୍ଏଆଇର…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଯାଞ୍ଚ ହେବ କ୍ଷୀରର ମାନ। ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ଯାଞ୍ଚ କରିବ ଏଫ୍ଏସ୍ଏସ୍ଏଆଇ। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଗଠିତ ଓ ଅଣ ସଙ୍ଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ। କ୍ଷୀର, ଘିଅ,…

୮ ଡିଗ୍ରୀ କଲେଜ ସହ କଳାହାଣ୍ଡି…

ଓଏଲ୍‌ ବ୍ୟୁରୋ: ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ନଦେବା ପଡିଲା ମହଙ୍ଗା। ୮ ଡିଗ୍ରୀ କଲେଜ୍‌କୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ। ୮ ଡିଗ୍ରୀ କଲେଜ୍‌ ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମଧ୍ୟ ନୋଟିସ୍‌। ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ନୋଟିସ ଜାରି କଲା ଉଚ୍ଚ…

ତାତିରୁ ମିଳିଲା ତ୍ରାହି, କାଳବୈଶାଖୀ…

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ନିସ୍ତାର। କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା। ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା। ବର୍ଷା କାରଣରୁ ତାତିରୁ ତ୍ରାହି ମିଳିଥିବା ଅନୁଭୂତ ହେଉଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି,…

ମେ ୨୯ରୁ ଯୁକ୍ତ ଦୁଇ ଆବେଦନ ଆରମ୍ଭ,…

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଉ ଦୁଇଦିନ ପରେ ଅର୍ଥାତ ମେ ୨୯ରୁ ଆରମ୍ଭ ହେବ +୨ରେ ପାଠପଢିବା ପାଇଁ ଆବେଦନ ପ୍ରକ୍ରିୟା। ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ ବୋଲି ସୂଚନା ରହିଛି। ମେ…

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି…

ଓଏଲ୍‌ ବ୍ୟୁରୋ: କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। କଲେଜ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ। ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା। ବିଶ୍ବବିଦ୍ୟାଳୟ ବି ମାଗଣା ୱାଇଫାଇ ବ୍ୟବହାର କରିପାରିବେ ଛାତ୍ରଛାତ୍ରୀ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ…