Odisha Link
Bridging the Missing Links in Odisha

ପ୍ରତ୍ୟେକ ପଞ୍ଚାୟତରେ ହେବ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା: ଆଇଟି ସଚିବ

ଚଳିତ ବର୍ଷ ସୁଦ୍ଧା ସାରା ରାଜ୍ୟରେ ୪ଜି ବ୍ୟବସ୍ଥା କରାଯିବ।

ଓଏଲ୍‌ ବ୍ୟୁରୋ: ରାଜ୍ୟର ପଞ୍ଚାୟତବାସୀଙ୍କ ପାଇଁ ବଡ ଖୁସି ଖବର। ପ୍ରତ୍ୟେକ ପଞ୍ଚାୟତରେ ହେବ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା। ସିଧାସଳଖ ମୁଖ୍ୟାଳୟ ସହ ଯୋଡ଼ି ହେବ ପଞ୍ଚାୟତ। ୩୦୦୦ ସ୍କୁଲରେ ରହିବ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା। ଚଳିତ ବର୍ଷ ସୁଦ୍ଧା ସାରା ରାଜ୍ୟରେ ୪ଜି ବ୍ୟବସ୍ଥା କରାଯିବ। ଏନେଇ ଆଇଟି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.