Odisha Link
Bridging the Missing Links in Odisha
Daily Archives

June 1, 2023

ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା,…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ପୁରୀର ରଥଖଳା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି।…

ଭିଜିଲାନ୍ସ ପଞ୍ଝାରେ ଘଟଗାଁ ତହସିଲ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ କାର୍ଯ୍ୟାଳୟର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବାଶିଷଙ୍କୁ ଧରିଲା ଭିଜିଲାନ୍ସ ଟିମ। ଜମି ପଟ୍ଟା କରାଇ ଦେବାକୁ…

ସମୁଦ୍ରରେ ଗାଧୋଇବା ହେଲା କାଳ; ଜଣେ…

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣା ପଡିଛି। ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଛତ୍ରପୁର ଥାନା ଆର୍ଯ୍ୟପଲି ଗାଁ…

ମୟୂରଝାଲିଆ ଖଣି ଅନିୟମିତତା ମାମଲା: ଗିରଫ…

ଓଏଲ୍‌ ବ୍ୟୁରୋ: ରଣପୁର ମୟୂରଝାଲିଆ ଖଣି ଅନିୟମିତତା ମାମଲାରେ ଗିରଫ ହେଲେ ଜଣେ ଖଣି ମାଫିଆ। ଏନଜିଟିର ଛାଟ ପରେ ଖଣି ମାଫିଆ ସୁଶାନ୍ତ ବରାଡ଼ ଗିରଫ ହୋଇଥିବା ଜଣା ପଡିଛି। ଗତକାଲି ସୁଶାନ୍ତ ବରାଡ଼ଙ୍କ ଘରେ ଜିଏସ୍‌ଟି ରେଡ୍ କରିଥିଲା। ଆଜି ଭୁବନେଶ୍ବରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୁଲିସ।…

ନୂଆ ପାର୍ଲାମେଣ୍ଟର ‘ପିପୁଲ୍ସ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ଏବେ ସବୁଠି ଚମକୁଛନ୍ତି। ବଡ଼ ବଡ଼ ପଦବୀଠୁ ନେଇ ଜାତୀୟ ଅନ୍ତର୍ଜାତୀୟ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ନିକଟରେ ନୂଆ ପାର୍ଲାମେଣ୍ଟର ଉଦଘାଟନ ସରିଛି। ଏହି ନୂଆ ପାର୍ଲାମେଣ୍ଟର ପିପୁଲ୍ସ ୱାଲରେ ଝଟକୁଛି ସାରା ଭାରତର ଜନଜାତିଙ୍କ ଚିତ୍ରକଳା। ଆଉ ଏହି ଚିତ୍ରକଳାକୁ ସମ୍ପାଦନା…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ବିଭାଗ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ଖଣି ମାଲିକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଘରେ ଆୟ ବିଭାଗର ୨ ଟିମ୍‌  ଚଢ଼ାଉରେ ସାମିଲ ଅଛନ୍ତି। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ। ଆୟ…

କମିଲା ଏଲ୍‌ପିଜି ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଜୁନ୍‌ ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ…

ତାତିରୁ ମିଳିବ ତ୍ରାହି! ଝଡ଼ବର୍ଷା ନେଇ…

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ। ବଢ଼ିବାରେ ଲାଗିଥିଲା ତାପମାତ୍ରା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଶଙ୍କା କରାଯାଉଛି। ରାଜ୍ୟର କିଛି ଜିଲ୍ଲାରେ ସକାଳୁ ମେଘୁଆ ପାଗ ଦେଖିବାକୁ ମିଳିଛି। ତେଣୁ ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ…