Odisha Link
Bridging the Missing Links in Odisha
Daily Archives

June 19, 2023

ବୌଦ୍ଧର ବିରଳ ରଥ: ବ୍ୟବହାର ହୁଏ ଏହି…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ତେବେ ପୁରୀ ବ୍ୟତୀତ ସମଗ୍ର ଦେଶ ଓ ରାଜ୍ୟର ଜଗନ୍ନାଥ ପୀଠରେ ବହୁତ ଧୁମଧାମରେ…

ତିନି ରଥରେ ଆଜ୍ଞାମାଳ ବିଜେ, ବଡ଼ଦେଉଳ…

ଓଏଲ୍‌ ବ୍ୟୁରୋ: ବ୍ରହ୍ମାଣ୍ଡ ଠାକୁରଙ୍କୁ ଦର୍ଶନ କରିବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଅପେକ୍ଷାରତ। ସଜେଇ ହେଇଛି ବଡଦାଣ୍ଡ, ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ଠାକୁର। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରୁ ବାହାରି ରଥେ ବିଜେ କରିବେ କୋଟି ଓଡ଼ିଆର ମଉଡ଼ ମଣି। ରଥଯାତ୍ରା ପୂର୍ବରୁ…

ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ଠାକୁର,…

ଓଏଲ୍‌ ବ୍ୟୁରୋ: ସଜେଇ ହେଇଛି ବଡଦାଣ୍ଡ, ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ଠାକୁର। ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରୁ ବାହାରି ରଥେ ବିଜେ କରିବେ କୋଟି ଓଡ଼ିଆର ମଉଡ଼ ମଣି। ରଥଯାତ୍ରା ଅବସରରେ ପୁରୀ ସମୁଦ୍ରରେ ପଇଁତରା ମାରୁଛି ତଟ ସୁରକ୍ଷା ବାହିନୀର ହେଲିକପ୍ଟର। ରଥଯାତ୍ରା ପୂର୍ବରୁ…

ଅଡ଼ୁଆରେ ଚର୍ଚ୍ଚିତ ଗାୟକ, ସୌରିନଙ୍କୁ…

ଓଏଲ୍‌ ବ୍ୟୁରୋ: ବଲିଉଡ ଗାୟକ ସୌରୀନ ଭଟ୍ଟ ପାଇଁ ବଢିଲା ଅଡ଼ୁଆ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଯୌନ ଶୋଷଣ ମାମଲା। ସୌରୀନଙ୍କୁ ଠାବ ପାଇଁ ଟିମ୍‌ ଗଠିତ। ଠାବ ପରେ ଗିରଫ କରିବ କଟକ କମିଶନରେଟ ପୁଲିସ। ସୌରିନଙ୍କୁ ଖୋଜିବାକୁ କୋଲକାତା ଯିବ ସ୍ୱତନ୍ତ୍ର ଟିମ୍ ଓ ସ୍ପେଶାଲ ସ୍କ୍ବାଡ। ସୌରିନ ଭଟ୍ଟଙ୍କୁ ଠାବ ପାଇଁ…

ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ ୱିଙ୍ଗ୍…

ଓଏଲ୍‌ ବ୍ୟୁରୋ: ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ୍ ବିଭାଗର ମୁଖ୍ୟ ହେଲେ ରବି ସିହ୍ନା। ୨ବର୍ଷ ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ୍ ମୁଖ୍ୟ ଭାବେ ରବି ସିହ୍ନାଙ୍କୁ ମିଳିଲା ନିଯୁକ୍ତି। ୧୯୮୮ ବ୍ୟାଚର ଛତିଶଗଡ଼ କ୍ୟାଡର ହେଉଛନ୍ତି ଆଇପିଏସ ରବି ସିହ୍ନା। ଜୁନ ୩୦ପରେ ସେ ଏହି ଦାୟିତ୍ତ୍ୱ ବହନ କରିବେ।…

କିଛି ଅଞ୍ଚଳରେ ପାଗ ଅନୁକୂଳ, ଖୁବଶୀଘ୍ର…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ…

‘ବନ କର୍ମଚାରୀଙ୍କର ଲିଖିତ ଅଭିଯୋଗ…

ଓଏଲ୍‌ ବ୍ୟୁରୋ: ବନ ବିଭାଗର ଅବହେଳା ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଣଗେଜେଟେଡ୍ ବନସେବା ସଂଘ। ଶିମିଳିପାଳରେ ଶିକାରୀ ଗୁଳିରେ ୨ ଜଣ ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ୫ ଦଫା ଦାବି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି…

ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାରି ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଟିପିସିଓଡିଏଲ୍ ସିଇଓ। ପୁରୀରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ…

‘ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିଜେ…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ଓଡ଼ିଶାର ଶାସନ ବ୍ୟବସ୍ତାକୁ ନେଇ ମୁହଁ ଖୋଲିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଅପରାଜିତାଙ୍କ ମନ୍ତବ୍ୟ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କାଉଣ୍ଟର କରିଥିଲେ। ବରିଷ୍ଠ…

ଭୁବନେଶ୍ୱର ଭବାନୀ ମଲ୍ ନିକଟରେ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଆଁ ଲିଭା କାର୍ଯ୍ୟ ଜାରି। ରାଜଧାନୀସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଅଗ୍ନିକାଣ୍ଡସ୍ଥଳରେ ୪ଜଣ ଫସିଥିବା ସନ୍ଦେହ।…