ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ ୱିଙ୍ଗ୍ ମୁଖ୍ୟ ଭାବେ ରବି ସିହ୍ନାଙ୍କୁ ମିଳିଲା ନିଯୁକ୍ତି
୧୯୮୮ ବ୍ୟାଚର ଛତିଶଗଡ଼ କ୍ୟାଡର ହେଉଛନ୍ତି ଆଇପିଏସ ରବି ସିହ୍ନା

ଓଏଲ୍ ବ୍ୟୁରୋ: ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ୍ ବିଭାଗର ମୁଖ୍ୟ ହେଲେ ରବି ସିହ୍ନା। ୨ବର୍ଷ ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ୍ ମୁଖ୍ୟ ଭାବେ ରବି ସିହ୍ନାଙ୍କୁ ମିଳିଲା ନିଯୁକ୍ତି। ୧୯୮୮ ବ୍ୟାଚର ଛତିଶଗଡ଼ କ୍ୟାଡର ହେଉଛନ୍ତି ଆଇପିଏସ ରବି ସିହ୍ନା। ଜୁନ ୩୦ପରେ ସେ ଏହି ଦାୟିତ୍ତ୍ୱ ବହନ କରିବେ।