Odisha Link
Bridging the Missing Links in Odisha

ପୁରୁଣା ରୁଟ୍ ବାତିଲ, କାଲିଠୁ ପୁରୀକୁ ୩ଟି ନୂଆ ରୁଟ୍‌ରେ ଗଡ଼ିବ ‘ମୋ ବସ୍’

ଆସନ୍ତାକାଲିଠୁ ନୂଆ ରୁଟ୍ ୨, ୩ ଓ ୪ରେ ଚଳାଚଳ କରିବା ନେଇ କ୍ରୁଟ୍‌ ପକ୍ଷରୁ ସୂଚନା

ଓଏଲ୍‌ ବ୍ୟୁରୋ: ରଥଯାତ୍ରା ଅବସରରେ ପୁରୀକୁ ସ୍ପେଶାଲ ‘ମୋ ବସ୍’ ଚଳାଚଳ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଜୁନ୍ ୨୨ରୁ ୨୭ ପର୍ଯ୍ୟନ୍ତ ୩ଟି ନୂଆ ରୁଟ୍‌ରେ ଚଳାଚଳ କରିବ ‘ମୋ ବସ୍’। ଆସନ୍ତାକାଲିଠୁ ନୂଆ ରୁଟ୍ ୨, ୩ ଓ ୪ରେ ଚଳାଚଳ କରିବା ନେଇ କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରାଫିକ୍ ଜାମ୍ ପାଇଁ ପୁରୁଣା ରୁଟ୍ ୭, ୮, ୫୨ ବାତିଲ୍ କରାଯାଇଛି। ବାତିଲ ହୋଇଥିବା ପୁରୁଣା ରୁଟ୍ ୭, ୮, ୫୨ ଜୁନ ୩୦ ଯାଏଁ ଚଳାଚଳ ବନ୍ଦ ରହିବ।

Leave A Reply

Your email address will not be published.