Odisha Link
Bridging the Missing Links in Odisha
Daily Archives

July 24, 2023

ଓଡ଼ିଶା ଆସିବେ ମହାମହିମ, ବ୍ଲୁ ବୁକ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ଜୁଲାଇ ୨୫ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା…

ଓଏଏସ୍ ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା…

ଓଏଲ୍ ବ୍ୟୁରୋ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ସଚିବ ଭାବେ ରାମଚନ୍ଦ୍ର ପାଲଟାଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ରାମଚନ୍ଦ୍ର ପାଲଟା ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିଲେ। ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି।…

ଖୁବଶୀଘ୍ର ଖୋଲିବ ମାର୍କେଟ ବିଲ୍ଡିଂ!…

ଓଏଲ୍ ବ୍ୟୁରୋ: ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଖୁବଶୀଘ୍ର ଖୋଲିଯାଇପାରେ ମାର୍କେଟ ବିଲ୍ଡିଂ। ସ୍ଥାୟୀ ଏବଂ ଅସ୍ଥାୟୀ ବ୍ୟବସାୟୀ ସଂଘର ଲାଗିରହିଥିବା ବିବାଦକୁ ନେଇ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି ଯେ, ଦୁଇରୁ ତିନି ଦିନ ମଧ୍ୟରେ ବିବାଦର…

ସାହାରା ଜମାକାରୀଙ୍କୁ ମିଳିବ ଜମା ଟଙ୍କା,…

ଓଏଲ୍‌ ବ୍ୟୁରୋ: ସାହାରା ସମବାୟ ସମିତିର ନିବେଶକମାନଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ ସୋସାଇଟି (ସିଆର୍‌ସିଏସ୍‌)-ସାହାରା ରିଫଣ୍ଡ ପୋର୍ଟାଲ ଶୁଭାରମ୍ଭ କରାଯାଇଛି। ଉକ୍ତ ପୋର୍ଟାଲ https://mocrefund.crcs.gov.in ଜରିଆରେ ଲୋକମାନେ ସେମାନଙ୍କ ଅର୍ଥ ଫେରସ୍ତ…

ବଦଳିଲା ଟ୍ୱିଟରର ପରିଚୟ, ନୀଳ ଚଢେଇ…

ଓଏଲ୍‌ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର ଟୁଇଟର ମାଲିକ ଏଲନ ମସ୍କ ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି। ଟୁଇଟରକୁ ସେ ସୁପର ଆପ ଭାବେ ବିକାସ କରିବାକୁ…

ଲଘୁଚାପ ନେବ ଅବପାତର ରୂପ! ଆସନ୍ତା ୨୬ରୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ମେଘାଚ୍ଛନ୍ନ ଆକାଶ ଦେଖିବାକୁ ମିଳିଛି। ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା…

କାଲି ଗିରଫ ହୋଇଥିଲେ ଶିକାରୀ, ଆଜି…

ଓଏଲ୍‌ ବ୍ୟୁରୋ: ବନ ବିଭାଗ ହେପାଜତରୁ ଶିକାରୀ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଚମ୍ପଟ ମାରିଥିବା ଶିକାରୀ ଜଣକ ହେଉଛନ୍ତି ଡୁକୁରା ରେଞ୍ଜ ବାଙ୍ଗିରିପୋଷି ଗାଁର ରୂପାୟା ମାରାଣ୍ଡି। ବାରିପଦା ମେଡିକାଲରୁ ଫେରାର ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। କାଲି ରୂପାୟା ସହ ୩ ଶିକାରୀଙ୍କୁ ବନ…

ନବରଙ୍ଗପୁରରେ ଭାଲୁ ଭୟ, ସ୍କୁଲ ପରିସରରେ…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁରରେ ଭାଲୁ ଭୟ। ପାଠପଢ଼ା ଚାଲିଥିବାବେଳେ ସ୍କୁଲ ପରିସରରେ ୩ଟି ଭାଲୁ ପଶିଥିବା ଜଣା ପଡିଛି। ନନ୍ଦାହାଣ୍ଡି ବ୍ଲକ ଦହଣା ଗାଁ ସଦାଶିବ ହାଇସ୍କୁଲ ପରିସରରେ ୩ ଭାଲୁ ଦେଖିବାକୁ ମିଳିଛି। ଗୋଟିଏ ମାଆ ଭାଲୁ ସହ ୨ଟି ଛୁଆ ଭାଲୁ ଥିବା ସୂଚନା ମିଳିଥିବାବେଳେ ସ୍କୁଲରେ ପାଠପଢ଼ା…

ସଂସଦର ମୌସୁମୀ ଅଧିବେଶନ: ରାଜ୍ୟସଭାରୁ…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ସଂସଦର ଆରମ୍ଭରୁ ଗୃହ ଅଚଳ ହୋଇପଡିଥିବା ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ରାଜ୍ୟସଭାରୁ ଜଣେ ଆପ୍‌ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଆପ୍‌ ସାଂସଦ…

ଜ୍ଞାନବ୍ୟାପି ମସଜିଦ ପ୍ରସଙ୍ଗ: ଏଏସ୍‌ଆଇ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବ୍ୟାପି ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଛନ୍ତି। ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ…