Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ

ଓଏଲ୍ ବ୍ୟୁରୋ: ବରପାଲି ମହଦା ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। କାର ଓ ଟ୍ରକ ଧକ୍କା ହୋଇଥିବା ଜଣା ପଡିଛି। କାର ଓ ଟ୍ରକ ଧକ୍କା ହେବା ଦ୍ୱାରା କାରରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁରୁତର ୨ ଜଣଙ୍କୁ ପ୍ରଥମେ ବରପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବୁର୍ଲା ବଡ଼ ମେଡିକାଳକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.