Odisha Link
Bridging the Missing Links in Odisha

କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ଦୁଇ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ଓଏଲ୍‌ ବ୍ୟୁରୋ: କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ସଫଳତା ପାଇଛନ୍ତି ୨ ବୈଜ୍ଞାନିକ। ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। କାଟାଲିନ କାରାକୋ ଓ ଡ୍ରିଉ ୱିଜ୍‌ମ୍ୟାନ୍‌ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ନୋବେଲ ପୁରସ୍କାର ପାଇବେ।

Leave A Reply

Your email address will not be published.