Odisha Link
Bridging the Missing Links in Odisha

ପଦାର୍ଥ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିବାବେଳେ ୩ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ଙ୍କୁ ନୋବେଲ ମିଳିବ।

ଅନ୍ୟପଟେ, ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। କାଟାଲିନ କାରାକୋ ଓ ଡ୍ରିଉ ୱିଜ୍‌ମ୍ୟାନ୍‌ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ନୋବେଲ ପୁରସ୍କାର ପାଇବେ।

Leave A Reply

Your email address will not be published.