Odisha Link
Bridging the Missing Links in Odisha

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ, ଚିକିତ୍ସାଳୟରେ ହେଲେ ଭର୍ତ୍ତି

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ ହୋଇପଡିଥିବା ଖବର ସାମ୍ନାକୁ ଆସିଛି। ଥ୍ରୋଟ କ୍ୟାନସରରେ ସ୍ୱରୂପ ନାୟକ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଚିକିତ୍ସା ପାଇଁ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ୪ ଦିନ ହେବ ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

Leave A Reply

Your email address will not be published.